ETV Bharat / state

ମହିଳା ଦିବସରେ ନିର୍ଯାତନା ବିରୋଧରେ ପ୍ରତିବାଦ କଲା ମହିଳା ସଙ୍ଗଠନ - ମହିଳାଙ୍କ ଆନ୍ଦୋଳନ

ମହିଳା ଦିବସରେ ମହିଳାଙ୍କ ପ୍ରତିବାଦ। ବଢୁଥିବା ନାରୀ ନିର୍ଯାତନା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ।

ମହିଳା ଦିବସରେ ମହିଳାଙ୍କ ଆନ୍ଦୋଳନ
ମହିଳା ଦିବସରେ ମହିଳାଙ୍କ ଆନ୍ଦୋଳନ
author img

By

Published : Mar 8, 2021, 3:05 PM IST

ଅନୁଗୋଳ: ମହିଳା ଦିବସରେ ମହିଳାଙ୍କ ପ୍ରତିବାଦ। ବଢୁଥିବା ନାରୀ ନିର୍ଯାତନା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ।

ମହିଳା ଦିବସରେ ମହିଳାଙ୍କ ଆନ୍ଦୋଳନ

ତୈଳଦର ବୃଦ୍ଧି ଠାରୁ ଆରମ୍ଭ କରି କୃଷି ଆଇନ ପରିବର୍ତ୍ତନ ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ ବୃଦ୍ଧିର ପ୍ରତିବାଦ କରିଛନ୍ତି ସଂଗଠନର ମହିଳାମାନେ । ବହୁ ସଂଖ୍ୟାରେ ମହିଳା ଅନୁଗୋଳ ଷ୍ଟାଡିୟମରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଅନୁଗୋଳ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କଯ୍ୟାଳୟରେ ପ୍ରତିବାଦ କରିଥିଲେ। ଉଭୟ ସରକାର ନାରୀମାନକୁ ଉଚିତ ନ୍ୟାୟ ଦେବା ସହ ସମାଜକୁ ଅପସଂସ୍କୃତି ମୁକ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.