ETV Bharat / state

ଆମ୍ବ ଗଛରୁ ସ୍ତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଫେରାର

author img

By

Published : Jun 19, 2022, 4:24 PM IST

ଅନୁଗୋଳ ସହରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଅନୁଗୋଳ ଟାଉନ ଥାନା ପୋଲିସ ସହରର ମିଶ୍ର ପଡା ଅଞ୍ଚଳର ଏକ ଭଡ଼ା ଘର ସମ୍ମୁଖରେ ଥିବା ଆମ୍ବ ଗଛରେ ଜଣେ ମହିଳା ଝୁଲୁଥିବା ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଅଧିକ ପଢନ୍ତୁ

ଭଡା ଘର ସାମ୍ନାରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ଅନୁଗୋଳ: ଅନୁଗୋଳ ସହରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଅନୁଗୋଳ ଟାଉନ ଥାନା ପୋଲିସ ସହରର ମିଶ୍ର ପଡା ଅଞ୍ଚଳର ଏକ ଭଡ଼ା ଘର ସମ୍ମୁଖରେ ଥିବା ଆମ୍ବ ଗଛରେ ଜଣେ ମହିଳା ଝୁଲୁଥିବା ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ମୁତାବକ, ମୃତ ମହିଳା ଜଣକ ହେଉଛନ୍ତି ରିନାବାଲା ଏସକେ । ସେ ତାଙ୍କ ସ୍ବାମୀ ଲାଲଟୁ ଏସକେଙ୍କ ରହି କାମଧନ୍ଦା କରୁଥିଲେ । ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ କୁଆଡ ପାଟିତୁଣ୍ଡ ହୁଏ, ଯାହାର ପରିଣାମ ସ୍ବରୂପ ଏଭଳି ଘଟିଥାଏପାରେ ବୋଲି ଅନୁମାନ କରାଯାଉଛି । ତେବେ ମହିଳାଙ୍କ ସ୍ବାମୀ ଫେରାର ଥିବା ବେଳେ ତା’ର ମୋବାଇଲ ବନ୍ଦ ରହିଛି । ଯାହାକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହେଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.