ETV Bharat / state

ବଜେଟ: ଦେଖନ୍ତୁ ଅନୁଗୋଳରେ କ’ଣ ରହିଛି ପ୍ରତିକ୍ରିୟା - ବଜେଟ୍‌

ଲୋକସଭାରେ ଆଗତ ହେଇଥିବା ବଜେଟ-2019କୁ ନେଇ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ପ୍ରତିକ୍ରିୟା । ତେବେ ଅନୁଗୋଳରେ କ’ଣ ରହିଛି ବଜେଟକୁ ନେଇ ପ୍ରତିକ୍ରିୟା ଦେଖନ୍ତୁ :

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 5, 2019, 11:44 PM IST

ଅନୁଗୋଳ: ଲୋକସଭାରେ ଆଗତ ହେଇଥିବା ବଜେଟ-2019କୁ ନେଇ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ପ୍ରତିକ୍ରିୟା । ଯେଉଁଥିରେ ମଧ୍ୟବିତ୍ତଙ୍କ ପାଇଁ କୌଣସି ସୁବିଧା ନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଅନ୍ୟପଟେ କେତେକ ଏହାକୁ ବେରୋଜଗାରୀ ଦୂର କରିବାର ଏକ ଭଲ ସୁଯୋଗ ବୋଲି ପ୍ରକାଶ କରିଛନ୍ତି । ତେବେ ଅନୁଗୋଳରେ କ’ଣ ରହିଛି ବଜେଟକୁ ନେଇ ପ୍ରତିକ୍ରିୟା ଦେଖନ୍ତୁ :

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବଜେଟ୍‌କୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳିଛି । କିଏ ସରକାରଙ୍କ ତୈଳ ଦରବୃଦ୍ଧିକୁ ସମାଲୋଚନା କରିଛି ତ ପୁଣି କିଏ ସବୁ ଘରକୁ ପାଣି ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେବାର ସୁବିଧା ଆଦି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି । କେତେକଙ୍କ କହିବା ଅନୁଯାୟୀ ଚଳିତ ବଜେଟରେ ବେରୋଜଗାରମାନଙ୍କୁ ରୋଜଗାର ଯୋଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାଧାରଣ ବଜେଟ କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା । କହିଲେ ମଧ୍ୟବିତ ଙ୍କ ପାଇଁ ନାହିଁ କିଛି ବି ସୁବିଧା!Body:ଆଗତ ହୋଇଛି ମୋଦି ସରକାର ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ସବୁ ବର୍ଗ ଜୁ ନଜର ରଖି ଲୋକସଭାରେ ବଜେଟ ଉପ ସ୍ଥାପନ କରିଛନ୍ତି । ବଜେଟ କୁ ବିଭିନ୍ନ ମହଲରେ ଭିର୍ଣ୍ଣ ଭିର୍ଣ ପ୍ରତିକ୍ରିୟା ଶୁଣିବାକୁ ମିଳିଛି । କିଏ ସରକାର ଙ୍କ ତୈଳ ଦର ବୃଦ୍ଧି କୁ ସମାଲୋଚନା କରିଛ ତ ପୁଣି କିଏ ସବୁ ଘରକୁ ପାଣି SHG ଙ୍କୁ ଋଣ ଦେବାର ସୁବିଧା ଓ ଆଦି ବ୍ୟବସ୍ଥା କୁ ସ୍ୱାଗତ କରିଛନ୍ତି ।
Byte1-ସ୍ୱପ୍ନାଶ୍ରୀ ସଢଙ୍ଗୀ ଅର୍ଥନୈତି ସମୀକ୍ଷକ ।
Byte-2 ମନୋରଞ୍ଜନ ପ୍ରଧାନ , ଚାଟାଡ ଏକାଉଣ୍ଟ ଟେଣ୍ଡ ।
Byte-3ରଞ୍ଜିତ ମାଣ୍ଡୋଠିଆ , ବ୍ୟବସାୟୀ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.