ETV Bharat / state

ପ୍ଲାଗ କାର୍ଡରେ ପ୍ରଶାସନକୁ ଜଣାଇଲେ ନିଜ ହକ - ପ୍ଲାଗ

ମୌଳିକ ସୁବିଧାର ବଞ୍ଚିତ ଗ୍ରାମବାସୀଙ୍କ ପ୍ରତିବାଦ ଓ ଧାରଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Feb 6, 2019, 7:30 PM IST

ଅନୁଗୋଳ: ମୌଳିକ ସୁବିଧାର ବଞ୍ଚିତ ଗ୍ରାମବାସୀ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଆଉ ପ୍ଲାଗ କାର୍ଡ ମାଧ୍ୟମରେ ଅନୁଗୋଳ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଧାରଣା । ଗାଁକୁ ସବୁଦିନିଆ ରାସ୍ତା ଓ ପାନୀୟ ପାଣି ବ୍ୟବସ୍ଥାକୁ ଧାରଣା ଦେଇଛନ୍ତି ଜିଲ୍ଲା ସଦର ମହକୁମା ଠାରୁ 120 କିମି ଦୂରରେ ଥିବା ଗ୍ରାମବାସୀମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
undefined

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ତୁଷାର ପଞ୍ଚାୟତର ବାଜପୁର, ଗୁଆପଦା, ଭେଜିଢିଅ ଓ ଜଗନ୍ନାଥପୁର ଗାଁର ପୁରୁଷ ଓ ମହିଳା ନିଜର ହକ ପାଇଁ ଏଭଳି ପ୍ରତିବାଦ କରିଛନ୍ତି । ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲାନି ରାସ୍ତା ଖଣ୍ଡେ । କେବଳ ଗମନାଗମନ ନୁହେଁ ପାନୀୟ ପାଣିର ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥା । ଆଉ ନିଜର ଏ ହକ ପାଇଁ ଆଜି ଧାରଣାରତ ଏହି ଗ୍ରାମବାସୀର ଶତାଧିକ ପୁରୁଷ ଓ ମହିଳାମାନେ । ଆଉ ନିଜର ଏହି ମୌଳିକ ସୁବିଧାକୁ ଯୋଗାଇ ଦେବାକୁ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ପ୍ଲାଗ କାର୍ଡରେ ପ୍ରଶାସନକୁ ଜଣାଇଲେ ନିଜ ହକ

ଅନୁଗୋଳ: ମୋଳିକ ସୁବିଧାର ବଞ୍ଚିତ ଗ୍ରାମବାସୀ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଆଉ ପ୍ଲାଗ କାର୍ଡ ମାଧ୍ୟମରେ ଅନୁଗୋଳ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଧାରଣା । ଗାଁକୁ ସବୁଦିନିଆ ରାସ୍ତା ଓ ପାନୀୟ ପାଣି ବ୍ୟବସ୍ଥାକୁ ଧାରଣା ଦେଇଛନ୍ତି ଜିଲ୍ଲା ସଦର ମହକୁମା ଠାରୁ 120 କିମି ଦୂରରେ ଥିବା ଗ୍ରାମବାସୀମାନେ ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ତୁଷାର ପଞ୍ଚାୟତର ବାଜପୁର, ଗୁଆପଦା, ଭେଜିଢିଅ ଓ ଜଗନ୍ନାଥପୁର ଗାଁର ପୁରୁଷ ଓ ମହିଳା ନିଜର ହକ ପାଇଁ ଏଭଳି ପ୍ରତିବାଦ କରିଛନ୍ତି । ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲାନି ରାସ୍ତା ଖଣ୍ଡେ । କେବଳ ଗମନାଗମନ ନୁହେଁ ପାନୀୟ ପାଣିର ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥା । ଆଉ ନିଜର ଏ ହକ ପାଇଁ ଆଜି ଧାରଣାରତ ଏହି ଗ୍ରାମବାସୀର ଶତାଧିକ ପୁରୁଷ ଓ ମହିଳାମାନେ । ଆଉ ନିଜର ଏହି ମୌଳିକ ସୁବିଧାକୁ ଯୋଗାଇ ଦେବାକୁ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.