ETV Bharat / state

ଦୁଇଶହ ଲାଞ୍ଚ ନେଇ ଦୁଇ ବର୍ଷ ଜେଲ - ସରକାରୀ କର୍ମଚାରୀ ଗିରଫ

ସାବାଡ ହେଲେ ଲାଞ୍ଚୁଆ ସରକାରୀ କର୍ମଚାରୀ । ପୁଣି ଭିଜିଲାନ୍ସ କୋର୍ଟରେ ଆଉ ଜଣେ ଦଣ୍ଡିତ । 200 ଟଙ୍କା ପାଇଁ ଦଣ୍ଡ ଭୋଗିବେ ଦୁଇ ବର୍ଷ । ଆଉ ତଣ୍ଡ ଗଣିବେ ପାଞ୍ଚ ହଜାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 21, 2019, 10:53 PM IST

ଅନୁଗୋଳ: ଭିଜିଲାନ୍ସ ଜାଲରେ ଅଉ ଜଣେ ସରକାରୀ କର୍ମଚାରୀ । 200 ଟଙ୍କା ଲାଞ୍ଚ ନେଇ ଦଣ୍ଡିତ ହୋଇଛନ୍ତି ସରକାରୀ ବାବୁ । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ଏହି ସରକାରୀ କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ ବିଭାଗର କିରାଣୀ ଅକ୍ଷୟ ଦାସ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

2011 ମସିହାରେ ଅକ୍ଷୟ ଏକ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲେ । ଅକ୍ଷୟ କୋଶଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁ ବିଭାଗରେ କିରାଣୀ ଥିବା ବେଳେ ଧାରେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ 200 ଟଙ୍କା ଲାଞ୍ଚ ନେଇଥିଲେ । ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

ଗୁରୁବାର ଅନୁଗୋଳ ଭିଜଲାନ୍ସ କୋର୍ଟର ବିଚାରପତି ରୂପଶ୍ରୀ ଚୌଧୁରୀ ମାମଲାର ବିଚାର କରି ଅକ୍ଷୟ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇବର୍ଷ ଜେଲ ଦଣ୍ଡ ସହ ପାଞ୍ଚ ହାଜର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ରାୟରେ ଶୁଣାଇଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ଆଡଭୋକେଟ ଉଦୟ ଶଙ୍କର ମିଶ୍ର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଲାଞ୍ଚୁଆ ସରକାରୀ କର୍ମ ଚାରି ହେବେ ସାବଡ଼ । ପୁଣି ଭିଜିଲାନ୍ସ କୋଟରେ ଆଉ ଜଣେ ଦଣ୍ଡିତ ।200 ଟଙ୍କା ପାଇଁ ଦଣ୍ଡ ଭୋଗିବେ ଦୁଇ ବର୍ଷ ,ତଣ୍ଡ ଗଣିବେ ପାଞ୍ଚ ହଜାର । Body:ଅନୁଗୋଳ ଭିଜିଲାନ୍ସ କୋଟ ରେ ଆଜି ପୁଣି ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ ଦଣ୍ଡିତ ହୋଇଛନ୍ତି।ଭିଜିଲାନ୍ସ କୋଟ ରେ ଦଣ୍ଡିତ ଏହି ସରକାରୀ କର୍ମଚାରୀ ଜଣକ ହେଲେ ସ୍ୱାସ୍ତ୍ୟ ବିଭାଗର କିରାଣୀ ଅକ୍ଷୟ ଦାସ । 2011 ମସିହାରେ ଅକ୍ଷୟ ଏକ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇ ଗିରଫ ହୋଇଥିଲେ । ଅକ୍ଷୟ କୋଶଳା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜାନ୍ମ ମୃତ୍ୟୁ ବିଭାଗରେ କିରାଣୀ ଥିବା ବେଳେ ଧାରେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ 200 ଟଙ୍କା ଲାଞ୍ଚ ନେଇଥିଲେ । ସେତେବେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଆଜି ଅନୁଗୋଳ ଭିଜଲାନ୍ସ କୋଟ ର ବିଚାର ପତି ରୂପଶ୍ରୀ ଚୌଧୁରୀ ମାମଲା ର ବିଚାର କରି ଅକ୍ଷୟ ଙ୍କୁ ଦୋଷୀ ସାବ୍ୟସ୍ଥ କରିଛନ୍ତି।ତାଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ସହ ପାଞ୍ଚ ହାଜର ଟଙ୍କା ଜୋରିମାନା କରିଛନ୍ତି ।ସରକାର ଙ୍କ ପକ୍ଷରୁ ଆଡଭୋକେଟ ଉଦୟ ଶଙ୍କର ମିଶ୍ର ମାମଲା ର ପରିଚାଳନା କରୁଥିଲେ।
Byte- ଉଦୟ ଶଙ୍କର ମିଶ୍ର , ସରକାରୀ ଓକିଲ ।Conclusion:କୋଟରେ ଚାଲିଥିବା ଏହି ବିଚାର ପ୍ରକ୍ରିୟା ରେ ଲାଞ୍ଚୁଆ ସରକାରୀ ବାବୁ ଙ୍କୁ ଲାଞ୍ଚ ନେବା ବେଳେ ଏବ ଚିନ୍ତାରେ ପକାଇବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.