ETV Bharat / state

Vigilance Trap: ଲାଞ୍ଚ ନେଇ ଫସିଗଲେ PEO, ମାଡି ବସିଲା ଭିଜିଲାନ୍ସ - ପଞ୍ଚାୟତ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ହିନ୍ଦୋଳ ବ୍ଲକ ଅସରଡ଼ା ପଞ୍ଚାୟତ ଅଫିସର ( Asarada Panchayat Executive Officer) ଶଶିରେଖା ସିଂ । ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

Vigilance Trap: ଲାଞ୍ଚ ନେଇ ଫସିଗଲେ PEO, ମାଡି ବସିଲା ଭିଜିଲାନ୍ସ

author img

By

Published : Dec 18, 2021, 7:06 AM IST

ଅନୁଗୋଳ/ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହି ଅଧିକାରୀ (PEO) । ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଅନୁଗୋଳ ଭିଜିଲାନ୍ସ ଟିମ୍ । ଗତକାଲି ସନ୍ଧ୍ୟା ସମୟରେ ଢେଙ୍କାନାଳ ହିନ୍ଦୋଳ ବ୍ଲକ ଅସରଡ଼ା ପଞ୍ଚାୟତ ଅଫିସର (Asarada Panchayat Executive Officer) ଶଶିରେଖା ସିଂକୁ ଅନୁଗୋଳ ଭିଜିଲାନ୍ସ ଟିମ ( Anugul Vigilance) ଗିରଫ କରିଛି।

Vigilance Trap: ଲାଞ୍ଚ ନେଇ ଫସିଗଲେ PEO, ମାଡି ବସିଲା ଭିଜିଲାନ୍ସ

ମିଥୁନ ନାଏକ ନାମକ ଜଣେ ଠିକାଦାରଙ୍କ ଟ୍ରେଞ୍ଚ ଖୋଳା ବାବଦକୁ ଫାଇନାଲ ବିଲ ପାସ କରାଇବା ପାଇଁ ୮ହଜାର ଟଙ୍କା ଲାଞ୍ଚ ନେଉଥିଲେ ଶଶିରେଖା ସିଂ । ଗତ କିଛି ହେବ ମିଥୁନର ବିଲ ପାଇଁ ପଞ୍ଚାୟତ ଅଫିସରଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଅନୁଗୋଳ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଗତକାଲି ମିଥୁନଙ୍କ ଠାରୁ ଶଶୀରେଖା ଟଙ୍କା ଦେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଆଜି ଶଶିରେଖାଙ୍କୁ କୋର୍ଟ ଚାଲାଣ କରାଯିବ ।

ଢୋଙ୍କାନାଳରୁ ଉର୍ମିଳାପାତ୍ର ଓ ଅନୁଗୋଳରୁ ସଂଗ୍ରାମରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.