ETV Bharat / state

ନବୀନଙ୍କ ରାଜ୍ୟରେ ଯୋଗୀଙ୍କ ଗର୍ଜନ

ଅନୁଗୋଳ ଜିଲ୍ଲାରେ ଗର୍ଜିଲେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପ୍ରଚାରରେ ଆସି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିଛନ୍ତି ଯୋଗୀ ଆଦିତ୍ୟ ନାଥ ।

author img

By

Published : Apr 15, 2019, 9:27 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାରେ ଗର୍ଜିଲେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପ୍ରଚାରରେ ଆସି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ଅପରାହ୍ନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅନୁଗୋଳରେ ପହଞ୍ଚି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ନବୀନଙ୍କ ରାଜ୍ୟରେ ଜୋରଦାର ବର୍ଷିଛନ୍ତି ଯୋଗୀ। କହିଛନ୍ତି ଯେ, 'ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାକୁ ଚଳାଇବାକୁ ଉଚିତ ନେତୃତ୍ଵ ନଥିବାରୁ ଏଠାରେ ବେରୋଜଗାରୀ ବଢିଛି । ଯୁବଶକ୍ତି ବାହାର ରାଜ୍ୟରେ ଦାଦନ ଖଟୁଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଯୋଗୁଁ ଦେଶର ଉନ୍ନତି ହୋଇଛି'।

ରେଳପଥ ସମ୍ପ୍ରସାରଣ ଠାରୁ ଉଡାଣ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି । ଆତଙ୍କବାଦୀ ଦମନ ପାଇଁ ଶତ୍ରୁ ଦେଶରେ ପଶି ଆମ ସେନା ନିପାତ କରିପାରିଛି। କୃଷକ, ଶ୍ରମିକ, ମହିଳା ସମସ୍ତଙ୍କ ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି। ସାରା ଦେଶ ଏବେ ଚାହୁଁଛି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ।

ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବାକୁ ଯାଉଛି। ଡବଲ ଇଞ୍ଜିନ ସରକାର ହେଲେ ଦେଶର ଉନ୍ନତି ହେବା ସହ ଓଡ଼ିଶାର ମଧ୍ୟ ଉନ୍ନତି ହେବ । ତେଣୁ ସମସ୍ତ ଏମପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ସହ ସବୁ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଲେ ଡବଲ ଇଞ୍ଜିନ ସରକାର ଚାଲିପାରିବ ବୋଲି ଯୋଗୀ ଲୋକଙ୍କୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ନବୀନଙ୍କ ରାଜ୍ୟରେ ଯୋଗୀଙ୍କ ଗର୍ଜନ

ଅନୁଗୋଳ: ଜିଲ୍ଲାରେ ଗର୍ଜିଲେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପ୍ରଚାରରେ ଆସି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅନୁଗୋଳରେ ପହଞ୍ଚି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ନବୀନଙ୍କ ରାଜ୍ୟରେ ଜୋରଦାର ବର୍ଷିଛନ୍ତି ଯୋଗୀ। କହିଛନ୍ତି ଯେ, 'ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାକୁ ଚଳାଇବାକୁ ଉଚିତ ନେତୃତ୍ଵ ନଥିବାରୁ ଏଠାରେ ବେରୋଜଗାରୀ ବଢିଛି । ଯୁବଶକ୍ତି ବାହାର ରାଜ୍ୟରେ ଦାଦନ ଖଟୁଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଯୋଗୁଁ ଦେଶର ଉନ୍ନତି ହୋଇଛି'। 

ରେଳପଥ ସମ୍ପ୍ରସାରଣ ଠାରୁ ଉଡାଣ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି । ଆତଙ୍କବାଦୀ ଦମନ ପାଇଁ ଶତ୍ରୁ ଦେଶରେ ପଶି ଆମ ସେନା ନିପାତ କରିପାରିଛି। କୃଷକ, ଶ୍ରମିକ, ମହିଳା ସମସ୍ତଙ୍କ ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି। ସାରା ଦେଶ ଏବେ ଚାହୁଁଛି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। 

ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବାକୁ ଯାଉଛି। ଡବଲ ଇଞ୍ଜିନ ସରକାର ହେଲେ ଦେଶର ଉନ୍ନତି ହେବା ସହ ଓଡ଼ିଶାର ମଧ୍ୟ ଉନ୍ନତି ହେବ । ତେଣୁ ସମସ୍ତ ଏମପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ସହ ସବୁ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଲେ ଡବଲ ଇଞ୍ଜିନ ସରକାର ଚାଲିପାରିବ ବୋଲି ଯୋଗୀ ଲୋକଙ୍କୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.