ETV Bharat / state

କୋଇଲା ଖଣିର ହଜାର ଫୁଟ ତଳେ ସ୍ଥିତି ପରଖିଲା ‘ଇଟିଭି ଭାରତ’ - ତାଳଚେର

କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଯାହାର ସ୍ଥିତି ପରଖିଲା ‘ଇଟିଭି ଭାରତ’ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 26, 2019, 11:16 PM IST

ଅନୁଗୋଳ: ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣାରେ ଆଜି ପୁଣି 2ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଅତଡା ତଳେ ଚାପି ହୋଇଥିବା ଜଣଙ୍କର ମାତ୍ର ଗୋଟିଏ ଗୋଡ ମିଳିଥିବାବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର ହୋଇଥିବା ଦୁଇ ମୃତକ ହେଲେ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ପମ୍ପ ଖଲାସି ରାଜକିଶୋର ମହାପାତ୍ର ।

ଘଟଣାସ୍ଥଳରେ NDRF ଟିମ ଠାରୁ ଆରମ୍ଭ କରି ଖଣି ସୁରକ୍ଷା ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ତେବେ କିପରି ଚାଲିଛି କୋଇଲା ଖଣିର ଉଦ୍ଧାର କାର୍ଯ୍ୟ । ଯାହାକୁ ଗ୍ରାଉଣ୍ଡ ଜିରୋକୁ ଯାଇ ପରଖିଛନ୍ତି ଆମ ପ୍ରତିନିଧି । ତେବେ ଦେଖନ୍ତୁ କିପରି ଚାଲିଛି ଖଣି ଭିତରେ ଉଦ୍ଧାର ପ୍ରକ୍ରିୟା...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳରୁ ସଞ୍ଜୀବ ରାଏ, ଇଟିଭି ଭାରତ

Intro:କୋଇଲା ଖଣିର ହଜାର ଫୁଟ ତଳେ ଇଟିଭି ପ୍ରତିନିଦ୍ଧି Body:ଅନୁଗୋଳ ଜିଲ୍ଲା ତାଳଚେର MCL ଭରତପୁର ଖଣିରେ ଖସିଥିବା କୋଇଲା ଅତଡା ତଳେ ଚାପି ହୋଇ ରହିଥିବା ଲୋକ ଙ୍କ ଚାଲିଛି ଉଧାର କାମ । NDRF ଟିମ ଠାରୁ ଆରମ୍ଭ କରି ଖଣି ସୁରକ୍ଷା ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଯୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଏତେ କଠିନ ରହିଛି ଯେ ଯାହାକୁ ନ ଦେଖିଲେ ବିଶ୍ଵାସ କରି ହେବ ନାହିଁ । କୋଇଲା ଖଣିର ଏକ ହଜାର ଫୁଟ ତଳେ ଆମ ପ୍ରତିନିଦ୍ଧି ପହଞ୍ଚି ପୁରା ଉଦ୍ଧାର କାର୍ଯ୍ୟର ସ୍ଥିତି ପରଖିଥିଲେ । ଆଜି ଦିନରେ ଦୁଇଟି ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଗୋଟିଏ ମୃତ ଦେହର କେବଳ ଗୋଡ ଟିଏ ମିଳିଛି । ଆଜି ଉଦ୍ଧାର ହୋଇଥିବା ଦୁଇ ମୃତକ ହେଲେ ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ପମ୍ପ ଖଲାସି ରାଜକିଶୋର ମହାପାତ୍ର । ତେବେ ଦେଖନ୍ତୁ କଣ ରହିଛି ଖଣି ଭିତରର ଉଦ୍ଧାର ସ୍ଥିତି । Conclusion:ଆଜି ସୁଦ୍ଧା ଅନ୍ୟ ନିଖୋଜ ଙ୍କ ପତ୍ତା ମିଳିବାର ଆଶା କରାଯାଉଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.