ETV Bharat / state

ବାଇକ ଧକ୍କାରେ ଦୁଇ ମୃତ, ଜଣେ ଆହତ

ଅନୁଗୋଳରେ ବାଇକ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି ।

author img

By

Published : Aug 5, 2019, 10:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ମୁହାଁମୁହିଁ ଧକ୍କାରେ ଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ । ଜିଲ୍ଲାର ପୁରୁଣାକୋଟ ଥାନା କରତାପଟା-ଜାମ୍ବୁବଣିଆ ନିକଟରେ ଘଟିଥିବା ଏହି ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତ ହିଡସିଙ୍ଗ ଗ୍ରାମର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ହିଡସିଙ୍ଗ ଗାଁ ର ଦୀପକ ଯାନୀ କରତପଟାରୁ ହିଡସିଂହ ଆଡ଼କୁ ଯାଉଥିବାବେଳେ ସମ୍ନାରୁ ଆସୁଥିବା ପ୍ରକାଶ ପ୍ରଧାନଙ୍କ ମୋଟର ସାଇକେଲ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ତିନି ଜଣ ଗୁରୁତର ହୋଇ ପଡ଼ିଥିଲେ । ପରେ ଦୀପକ ଯାନୀ ଓ ପ୍ରକାଶ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗୁ ଯାନୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ବାଇକ ଦୁଇଟିକୁ ଜବତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବାଇକ ଧକ୍କାରେ ଗଲା ଦୁଇ ଜୀବନ । ଜଣେ ଗୁରୁତର ଗୁରୁତର । Body:ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଯାଇଛି ଦୁଇ ଜୀବନ । ଅନୁଗୋଳ ଜିଲ୍ଲ‍ା ପୁରୁଣାକୋଟ ଥାନା କରତପଟା-ଜାମ୍ବୁବଣିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁଇ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛି । ସମସ୍ତ ମୃତକ ଓ ଆହତ ବ୍ୟକ୍ତି ହିଡିସିଙ୍ଗ ଗାଁ ର । ହିଡସିଙ୍ଗ ଗାଁ ର ଦିପୁ ଯାନୀ କରତପଟାରୁ ହିଡସିଂହ ଆଡ଼କୁ ଯାଉଥିବାବେଳେ ସମ୍ନାରୁ ଆସୁଥିବା ଅନ୍ୟ ଏକ ମୋଟର ସାଇକେଲ୍ ସହ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣ ଗୁରୁତର ହୋଇ ପଡ଼ିଥିଲେ । ପରେ ଦୁଇ ଜଣଙ୍କର ମୃତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟରସାଇକେଲ ଦୁଇଟିକୁ ଜବତ କରିବା ସହ ତଦନ୍ତ କରିଛି ।Conclusion:ମୃତକ ଦୁହେଁ ହେଲେ ପ୍ରକାଶ ପ୍ରଧାନ ଓ ଦୀପକ ଯାନୀ । ଆହତ ହେଲେ ମଙ୍ଗୁ ଯାନୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.