ETV Bharat / state

Election Poll: ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ

author img

By

Published : Jan 29, 2022, 9:10 PM IST

ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆଜି ନିର୍ବାଚନ ସମ୍ପର୍କିତ ତାଲିମ ଦିଆଯାଇଛି । ଅଧିକ ପଢନ୍ତୁ

Election Pool: ନିର୍ବାଚନ ପୂର୍ବରୁ ପାର୍ଥୀଙ୍କୁ ପ୍ରଶିକ୍ଷଣ

ଅନୁଗୋଳ: ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆଜି ନିର୍ବାଚନ ସମ୍ପର୍କିତ ତାଲିମ ଦିଆଯାଇଛି । ଜିଲ୍ଲାର ୮ଟି ଯାକ ବ୍ଲକର ସମସ୍ତ ପ୍ରାର୍ଥୀ ସେମାନଙ୍କ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ତାଲିମ ନେଇଥିଲେ ।

Election Poll: ନିର୍ବାଚନ ପୂର୍ବରୁ ପାର୍ଥୀଙ୍କୁ ପ୍ରଶିକ୍ଷଣ

ପ୍ରତ୍ୟେକ ବ୍ଲକର ବିଡ଼ିଓମାନେ ସେମାନଙ୍କୁ ତାଲିମ ଦେଇଥିଲେ । ବିଶେଷ କରି ନିର୍ବାଚନ ଆଚରଣ ବିଧି, କୋଭିଡ କଟକଣା, ଖର୍ଚ୍ଚର ହିସାବ, ପ୍ରଚାର କରିବାର ନିୟମ ସମ୍ପର୍କରେ ପ୍ରାର୍ଥୀଙ୍କୁ ବୁଝାଯାଇଥିଲା । ଏହାଛଡା ପ୍ରାର୍ଥୀମାନେ କିଭଳି ପ୍ରଚାର କରିବେ, କେଉଁ ସ୍ଥାନରେ ପୋଷ୍ଟର ବ୍ୟାନର ଆଦି ଲଗାଇବେ, କେତେ ଗାଡି ବ୍ୟବହାର କରିପାରିବେ ସେନେଇ ମଧ୍ୟ ସୂଚନା ଦିଆଯାଇଥିଲା । ପ୍ରଶିକ୍ଷଣ ପରେ ପ୍ରାର୍ଥୀମାନେ ନିର୍ବାଚନ ନେଇ ସଚେତନ ହୋଇଥିବା କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.