ETV Bharat / state

ଭିଜିଲାନ୍ସ ଜାଲରେ ସରକାରୀ ବାବୁ - ଭିଜିଲାନ୍ସ ଜଳରେ ସରକାରି ବାବୁ

ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅଫିସର ବରିଷ୍ଠ କିରାଣୀ ବିନୟ ମହାପାତ୍ର । ସେ ଜମି ଚିହ୍ନଟର ଫାଇଲ ପ୍ରୋସେସ ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି।

ଭିଜିଲାନ୍ସ ଜଳରେ ସରକାରି ବାବୁ
ଭିଜିଲାନ୍ସ ଜଳରେ ସରକାରି ବାବୁ
author img

By

Published : Dec 2, 2019, 4:13 PM IST

ଅନୁଗୋଳ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜମି ଚିହ୍ନଟ ପାଇଁ ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅଫିସର ବରିଷ୍ଠ କିରାଣୀ ବିନୟ ମହାପାତ୍ର । ଜମି ଚିହ୍ନଟର ଫାଇଲ ପ୍ରୋସେସ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି ।

ବଅଁରପାଳ ତହସିଲ ଅଧିନସ୍ଥ ପଥୁରିଆ ଗାଁର ଦେବେନ୍ଦ୍ର ଅମାନ୍ତ ତାଙ୍କ ଜମି ଚିହ୍ନଟ କରାଇବା ପାଇଁ ଆବେଦନ କରିଥିଲେ । ହେଲେ ଏହି ଆବେଦନର ଫାଇଲ ପ୍ରୋସେସ କରାଇବା ପାଇଁ କିରାଣୀ ବିନୟ ମହାପାତ୍ର ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏଥିପାଇଁ ଆବେଦନକାରୀଙ୍କୁ ସେ ୫ ମାସରୁ ଅଧିକ ସମୟ ହେବ ହଇରାଣ କରାଉଥିଲେ ।

ଭିଜିଲାନ୍ସ ଜଳରେ ସରକାରି ବାବୁ

ବାରମ୍ବାର ତହସିଲ ଅଫିସ ଦଉଡି ନୟାନ୍ତ ହେବା ପରେ ଏନେଇ ଦେବେନ୍ଦ୍ର ଅମାନ୍ତ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ସୋମବାର କିରାଣୀ ବିନୟ ମହାପାତ୍ର ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ନେଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜମି ଚିହ୍ନଟ ପାଇଁ ୧୫୦୦ ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ ।
Body:ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୋଳ ଜିଲ୍ଲା ବଂରପାଳ ତହସିଲ ଅଫିସ ର ବରିଷ୍ଠ କିରାଣୀ । ତାଙ୍କ ନାଁ ବିନୟ ମହାପାତ୍ର । ସେ ଜମି ଚିହ୍ନଟ ର ଫାଇଲ ପ୍ରୋସେସ ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ତହସିଲ ର ପଥୁରିଆ ଗାଁର ଦେବେନ୍ଦ୍ର ଆମନ୍ତ ତାଙ୍କ ଜମି ଚିହ୍ନଟ କରାଇବା ପାଇଁ ପୂର୍ବରୁ ଆବେଦନ କରିଥିଲେ । ଆବେଦନ ଫାଇଲ ପ୍ରୋସେସ କରାଇବା ପାଇଁ ବିନୟ ମହାପାତ୍ର ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏଥିପାଇଁ ଦେବେନ୍ଦ୍ରଙ୍କୁ ସେ ୫ ମାସ ରୁ ଅଧିକ ଦିନ ହେବ ହଇରାଣ କରାଉଥିଲେ ।
Byte – 1 ପ୍ରଦୀପ ପ୍ରଧାନ, ଡ଼ିଏସପି ଭିଜିଲାନ୍ସ Conclusion:ବାରମ୍ବାର ତହସିଲ ଅଫିସ ଦଉଡି ନୟାନ୍ତ ହେବାପରେ ଏନେଇ ମଧ୍ୟ ଦେବେନ୍ଦ୍ର ଭିଜିଲାନ୍ସ ର ଦ୍ଵାରସ୍ଥ ହୋଇଥିଲେ । ଆଜି ସେ ୧୫୦୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରି ନେଇଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.