ETV Bharat / state

ଶୈଳଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ - security

ଶୈଳଶ୍ରୀ କ୍ଷେତ୍ରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 14, 2019, 9:37 AM IST

ଅନୁଗୋଳ: ଶୈଳ ଶ୍ରୀକ୍ଷେତ୍ରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ମୁରତି । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଶୈଳ ଶ୍ରୀକ୍ଷତ୍ରରେ ତିନି ଠାକୁରଙ୍କ ସୁନାବେଶ ସମ୍ପନ୍ନ ହୋଇଛି । ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କୁ ରଥ ଉପରେ ସୁନା ବେଶରେ ସଜ୍ଜିତ କରାଯାଇଥଲା । ଯାହା ଦେଖିବା ପାଇଁ ଅନୁଗୋଳ ତଥା ଆଖପାଖ ଅଞ୍ଚଳର ହଜାର ହାଜର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶୈଳ ଶ୍ରୀକ୍ଷତ୍ର ରେ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଲେ ତିନି ମୁରାତି । ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ।Body:ଅନୁଗୋଳ ଶୈଳ ଶ୍ରୀକ୍ଷତ୍ର ରେ ତିନି ଠାକୁର ଙ୍କ ସୁନାବେଶ ସମ୍ପର୍ଣ୍ଣ ହୋଇଛି । ମଧ୍ୟାହ୍ନ ଧୂପ ପରେ ଠାକୁର ମାନଙ୍କୁ ରଥ ଉପରେ ସୁନା ବେଶ ରେ ସଜ୍ଜିତ କରାଯାଇଥଲା । ଯାହା ଦେଖିବା ପାଇଁ ଅନୁଗୋଳ ତଥା ଆଖପାଖ ଅଞ୍ଚଳର ର ହଜାର ହାଜର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ଠାକୁର ମାନଙ୍କ ଏହି ଦୁର୍ଲ୍ଲଭ ବେଶ କୁ ଶୃଂଖଳିତ ଭାବେ ଦେଖିବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ଥ ପ୍ରକାର ପ୍ରସ୍ତୁତି କରାଯାଇଥିଲା ।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.