ETV Bharat / state

ହରିଣ ମାଂସ ଓ ଚମଡ଼ ସହ ଶିକାରୀ ଗିରଫ

ଅନୁଗୋଳର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରୁ 7 ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ କେଜି ହରିଣ ମାଂସ ସହ ଚମଡ଼ା ଜବତ ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : Jul 29, 2019, 10:16 PM IST

ଅନୁଗୋଳ: ଆନ୍ତର୍ଜାତୀୟ ବାଘ ଦିବସରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଶିକାରୀ ଗିରଫ। ଏଠାରେ ଶିକାର କରିବା ଅଭିଯୋଗରେ 7 ଜଣକୁ ଗିରଫ କରିଛି ବନ ବିଭାଗ । ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ୩ ମହିଳା ଶିକାରୀ ରହିଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ସେମାନଙ୍କ ନିକଟରୁ ୮.୫ କେଜି ହରିଣ ମାଂସ ଓ ଚମଡ଼ା ମଧ୍ୟ ଜବତ ହୋଇଛି । ଏମାନେ ଫାଶ ବସାଇ ହରିଣ ଶିକାର କରୁଥିଲେ । ଗିରଫ ଶିକାରୀ ସମସ୍ତେ କୋଲହ ସାହିର ବୋଲି ଜଣାପଡିଛି । ଅଧିକାଂଶ ସମୟରେ ଏଭଳି ଜନ୍ତୁ ଶିକାର ନେଇ ଅଭିଯୋଗ ହେଉଥିଲେ ମଧ୍ୟ କାଁ ଭାଁ କାହାକୁ ବନ ବିଭାଗ ଗିରଫ କରୁଥିବା ଦେଖାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ବ୍ୟାଘ୍ର ପ୍ରକଳ୍ପରୁ ଜନ୍ତୁ ଶିକାରୀ ଙ୍କୁ ଗିରଫ କଲା ବନ ବିଭାଗ , Body:ଅଭୟାରଣ୍ୟ ରୁ ଜନ୍ତୁ ଶିକାରୀ ଗିରଫ । ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରୁ ଜନ୍ତୁ ଶିକାର କରି ସାତ ଜଣ ଗିରଫ ହୋଇଛନ୍ତି ।ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ୭ଜଣ ଜନ୍ତୁ ଶିକାରୀ ଗିରଫ କରିଛି ବିଭାଗ । ସେମାନଙ୍କ ନିକଟରୁ ୮.୫କେଜି ହରିଣ ମାଂସ ଓ ଚମଡ଼ା ମଧ୍ୟ ଯବଦ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ୩ ମହିଳା ଶିକାରୀ ରହିଛନ୍ତି।ଏମାନେ ଫାଶ ବସାଇ ହରିଣ ଶିକାର କରିଥିଲେ । ଗିରଫ ଶିକାରୀ ମାନେ ସମସ୍ତେ କୋଲହ ସାହିର ।Conclusion:ଅଧିକାଂଶ ସମୟରେ ଏହିଭଳି ଜନ୍ତୁ ଶିକାର ହେଉଥିବା ବେଳେ ବିଭାଗ କାଁ ଭାଁ କାହାକୁ କେମିତି ଗିରଫ କରୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.