ETV Bharat / state

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା, ମିଳିଲା ଆଉ ଜଣଙ୍କ ମୃତଦେହ - dhenkanal drowning case

ଢେଙ୍କାନାଳ ଡଙ୍ଗା ବୁଡି ଘଟଣା 4 ଦିନ ପରେ ମିଳିଲା ଦ୍ଵିତୀୟ ମୃତଦେହ । ମୃତକ ହେଲେ ରୋଡ ଗାଁର ରମେଶ ସାହୁ । ଏବେବି ଦୁଇ ନିଖୋଜ ଅଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 10, 2019, 3:22 PM IST

ଅନୁଗୋଳ: ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି ନିଖୋଜ ଘଟଣାର 4 ଦିନ ପରେ ମିଳିଲା ଦ୍ବିତୀୟ ମୃତଦେହ । ମୃତକ ହେଲେ ରୋଡ ଗାଁର ରମେଶ ସାହୁ । ତାଙ୍କ ମୃତଦେହ ରେଣ୍ଠାପାଟ ପଞ୍ଚାୟତ ତଳ ଗେଙ୍ଗୁଟିଆ ବାଲିଘାଟରୁ ଉଦ୍ଧାର ହୋଇଛି । ଏବେବି ଆହୁରି 2ଜଣ ନିଖୋଜ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଗତ ୭ ତାରିଖ ରାତିରେ ଖଡଗପ୍ରସାଦ ଘାଟରୁ ୨ ଜଣ ନାଉରି ସମେତ ମୋଟ ୯ ଜଣ ଡଙ୍ଗାପାରି ହୋଇ କୁନ୍ଦନଦେଇପୁର ଘାଟକୁ ଆସୁଥିବା ବେଳେ ଅଧା ନଦୀରେ ଡଙ୍ଗାବୁଡିଯାଥିଲା । ନାଉରି ସମେତ ୫ ଜଣ ପହଁରି ପହଁରି ଉଦ୍ଧାର ପାଇଯାଇଥିଲେ । ହେଲେ ଆହୁରି ୪ ଜଣ ନିଖୋଜ ଥିଲେ । ସୋମବାର ଡଙ୍ଗାବୁଡିଥିବା ସ୍ଥାନ ଠାରୁ ୫ କିମି ତଳକୁ ଉପରଗେଙ୍ଗୁଟିଆ ଘାଟରୁ ବିଶ୍ବଜିତ ଆଚାର୍ଯ୍ୟଙ୍କ ମୃତଦେହ ମିଳିଥିଲା । ଆଜି ପୁଣି ରମେଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେବି ସୁସାନ୍ତ ସାହୁ ଓ ବିଜୟ ନାୟକ ନିଖୋଜ ଅଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.