ETV Bharat / state

Road Accident: ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, 2 ମୃତ - 2 killed in road accident in anugul

ଅନୁଗୋଳ ଜିଲ୍ଲା ନିଶା ଥାନା ଅଞ୍ଚଳରେ ସଡକ ଦୁର୍ଘଟଣା । ଟ୍ରକ ସହ ଇନୋଭା କାର ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Road Accident: ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, 2 ମୃତ

author img

By

Published : Dec 4, 2021, 3:26 PM IST

ଅନୁଗୋଳ: ଜିଲ୍ଲା ନିଶା ଥାନା ଅଞ୍ଚଳରେ(nisha police station area) ସଡକ ଦୁର୍ଘଟଣା । ଟ୍ରକ ସହ ଇନୋଭା କାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳରୁ ଦେବଗଡ଼ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

Road Accident: ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, 2 ମୃତ
Road Accident: ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, 2 ମୃତ

ସୂଚନାପାଇ ନିଶା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ମୃତକ ମାନଙ୍କ ମଧ୍ୟରୁ ଜଣଙ୍କ ଘର ଅନୁଗୋଳ ସଦର ଥାନା ଜରାସିଙ୍ଗା ଗାଁରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଛେଣ୍ଡିପଦା ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.