ETV Bharat / state

ଯାଜପୁର, ଗଞ୍ଜାମରୁ ଫେରିଲେ ଅନୁଗୋଳରେ ରହିବାକୁ ପଡିବ ୧୪ ଦିନିଆ କ୍ୱାରେଣ୍ଟାଇନ

କୋରୋନା ସଂକ୍ରମଣକୁ ରୋକିବାକୁ ଅନୁଗୋଳ ପ୍ରଶାସନର ପଦକ୍ଷେପ । ଯାଜପୁର, ଗଞ୍ଜାମରୁ ଫେରିଲେ ଅନୁଗୋଳରେ ରହିବାକୁ ପଡିବ ୧୪ ଦିନିଆ କ୍ୱାରେଣ୍ଟାଇନ। ଅଧିକ ପଢନ୍ତୁ....

author img

By

Published : Jul 11, 2020, 11:15 AM IST

Returning from Jajpur, Ganjam, Anugol was given a 14-day quarantine
ଯାଜପୁର ଗଞ୍ଜାମରୁ ଫେରିଲେ ଅନୁଗୋଳରେ ରହିବାକୁ ପଡିବ ୧୪ ଦିନିଆ କ୍ୱାରେଣ୍ଟାଇନ

ଅନୁଗୋଳ : ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ଫେରିଲେ ଅନୁଗୋଳରେ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏନେଇ କଟକଣା ଜାରି କଲେ ଅନୁଗୋଳ ଜିଲ୍ଲାପାଳ । କଟକଣା ନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ।

ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ରୋକିବାକୁ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.