ETV Bharat / state

ଲଗାଣ ବର୍ଷାରେ ବେହାଲ ଅନୁଗୋଳ, ସାଧାରଣ ଜୀବନଯାତ୍ରା ବ୍ୟାହତ

ଲଗାଣ ବର୍ଷାରେ ବେହାଲ ଅନୁଗୋଳ । ଦୁଇ ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଏଥିରେ ଅନୁଗୋଳ ଜିଲ୍ଲା ବେହାଲ ହୋଇଛି । ଅଧିକ ପଢନ୍ତୁ...

author img

By

Published : Feb 8, 2020, 2:03 PM IST

rain in anugul district
ଲଗାଣ ବର୍ଷାରେ ବେହାଲ ଅନୁଗୋଳ

ଅନୁଗୋଳ: ଲଗାଣ ବର୍ଷାରେ ବେହାଲ ଅନୁଗୋଳ । ଦୁଇ ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଏଥିରେ ଅନୁଗୋଳ ଜିଲ୍ଲା ବେହାଲ ହୋଇଛି ।

ବର୍ଷା ଯୋଗୁଁ ଗତ ଦୁଇ ଦିନ ହେବ ପାଗ କୋହଲା ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା କଷ୍ଟକର ହୋଇ ପଡିଛି । ଏଥିସହ ବର୍ଷା ଯୋଗୁଁ ଶୀତର ପ୍ରକୋପ ମଧ୍ୟ ବଢି ଯାଇଛି । ଗତ ଶୁକ୍ରବାର ଅନୁଗୋଳରେ 3 ମିଲିମିଟର ବର୍ଷା ହୋଇଥିବାବେଳେ ଶନିବାର ସକାଳ ସାଢେ ଆଠଟା ସୁଦ୍ଧା 6 ମିଲିମିଟର ବର୍ଷା ହୋଇଛି ।

ଲଗାଣ ବର୍ଷାରେ ବେହାଲ ଅନୁଗୋଳ

ତେବେ ଜିଲ୍ଲାରେ ପ୍ରବଳ ବର୍ଷା ହେଉ ନଥିଲେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି । ଫଳରେ ରାସ୍ତାଘାଟ କାଦୁଅରେ ସର ସର ହୋଇଥିବାରୁ ଲୋକେମାନେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି । ଏଭଳି ପରିସ୍ଥିତିରେ ଦୋକାନ ବଜାର ପ୍ରାୟ ବନ୍ଦ ରହିଛି । ଏହାଛଡା ଗାଡି ଚଳାଚଳ ମଧ୍ୟ ବ୍ୟାହତ ହୋଇଛି ।

ତେବେ ଅନୁଗୋଳ ସମେତ ଜିଲାର ଆଠମଲ୍ଲିକ, ଛେଣ୍ଡିପଦା ଓ ପାଲଲହଡ଼ା ଅଞ୍ଚଳରେ ମଧ୍ୟ ଏଭଳି ବର୍ଷା ଲାଗି ରହିଛି । ଏଭଳି ପାଗ ଆହୁରି ୨ ଦିନ ଲାଗି ରହିବ ବୋଲି ପାଣିପାଗ ସୂଚନା ଦେଇଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ଲଗାଣ ବର୍ଷା। ଦୁଇ ଦିନ ହେଲା ଝିପି ଝିପି ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପାଗ କୋହଲା ରହିଛି। ସାଧାରଣ ଜୀବନ ଯାତ୍ରା କଷ୍ଟକର ହୋଇ ପଡିଛିBody:। ବର୍ଷା ଯୋଗୁଁ ଶୀତର ପ୍ରକୋପ ମଧ୍ୟ ବଢି ଯାଇଛି। ଗତକାଲି 3ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ସକାଳ ସାଢେ ଆଠଟା ସୁଦ୍ଧା 6 ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ହେଉ ନଥିଲେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି। ରାସ୍ତାଘାଟ କାଦୁଅ ହୋଇ ଯାଇଛି। ଲୋକେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି। ଦୋକାନ ବଜାର ପ୍ରାୟ ବନ୍ଦ ରହିଛି। ଗାଡି ଚଳାଚଳ ମଧ୍ୟ ବ୍ୟାହତ ହୋଇଛି। ଅନୁଗୋଳ ସମେତ ଜିଲା ର ଆଠମଲ୍ଲିକ, ଛେଣ୍ଡିପଦା ଓ ପାଲଲହାଡ଼ା ଅଞ୍ଚଳରେ ମଧ୍ୟ ଏଭଳି ବର୍ଷା ଲାଗି ରହିଛି।Conclusion:ଏଭଳି ପାଗ ଆହୁରି ୨ ଦିନ ରହିବ ବୋଲି ପାଣିପାଗ ସୂଚନା ଦେଇଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.