ଅନୁଗୋଳ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେକାର ଯୁବକ ଯୁବତୀ ମାନକୁ ଠକିଛନ୍ତି । ଏଭଳି ଅଭିଯୋଗ ଆଣିଛି ଅନୁଗୋଳ ଜିଲା ଯୁବ ଓ ଛାତ୍ର କଂଗ୍ରେସ । ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଯୁବ ଓ ଛାତ୍ର କଂଗ୍ରେସର କର୍ମୀ ଓ ନେତା ଜୋତା ସଫା କରିଛନ୍ତି ।
ଉଭୟ ସରକାର ନିଯୁକ୍ତି ଦେବା ଯେଉଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା କେବଳ ଧୂଆଁ ବାଣ ବୋଲି କଂଗ୍ରେସର ଏହି ନେତା ମାନେ ଅଭିଯୋଗ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ