ETV Bharat / state

ଭରତପୁର ମାଟି ଧସିବା ଘଟଣା: ମିଳିଲା ଆଉ ଜଣେ ଶ୍ରମିକଙ୍କ ମୃତଦେହ

ତାଳଚେର ଭରତପୁର କୋଇଲା ଖଣିରୁ ଆଉ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଶିବରାମ ପୁର ଗାଁର ପମ୍ପ ଅପରେଟର ରାଜକିଶୋର ମହାପାତ୍ର ।

author img

By

Published : Jul 26, 2019, 1:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଅନୁଗୋଳ: କୋଇଲା ଖଣି ତଳେ ଚାପି ହୋଇଥିବା ଆଉଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର। ମୃତ ଶରୀରଟି ପମ୍ପ ଅପରେଟର ରାଜକିଶୋର ମହାପାତ୍ର । ତାଙ୍କ ଘର ଶିବରାମ ପୁର ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଖବର ଅନୁଯାୟୀ, ଶୁକ୍ରବାର ତୃତୀୟ ଦିନରେ ଚାଲିଛି ଅନୁଗୋଳ ତାଳଚେର ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ । ଗତ ମଙ୍ଗଳବାର ରାତିରେ ଘଟିଥିଲା ଏପରି ଅଘଟଣ। ଆଉ ଦୁଇ ଜଣକୁ ଖୋଜିବାକୁ ବର୍ତ୍ତମାନ ପରିସ୍ଥିତିରେ ପ୍ରୟାସ ଜାରି ରହିଛି। ଏହି ଖୋଜାଖୋଜି ସମୟରେ ଗୋଟିଏ କଟାଗୋଡ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.