ETV Bharat / state

ପୁଞ୍ଜି ପ୍ରତ୍ୟାହାରକୁ ଆଲୁମିନିୟମ ମଜଦୁର ସଂଘର ବିରୋଧ

author img

By

Published : Sep 7, 2019, 3:22 PM IST

କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବିରୋଧ କରିଛି ଆଲୁମିନିୟମ ମଜଦୁର ସଂଘ । ଏନେଇ ଅନୁଗୋଳ ସ୍ମେଲ୍ଟର ପ୍ଳାଣ୍ଟ ସମ୍ମୁଖରେ ଧାରଣା ସହ ଗେଟ୍‌ ମିଟିଂ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର, ଘରୋଇକରଣ ଓ ଶ୍ରମ ଆଇନ ପରିବର୍ତ୍ତନକୁ ଆଲୁମିନିୟମ ମଜଦୁର ସଂଘର ପ୍ରତିବାଦ । ଏନେଇ ସଙ୍ଘ ପକ୍ଷରୁ ଅନୁଗୋଳ ସ୍ମେଲ୍ଟର ପ୍ଳାଣ୍ଟ ସମ୍ମୁଖରେ ଧାରଣା ସହ ଗେଟ୍‌ ମିଟିଂ ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସଂଘ ଅଭିଯୋଗ କରିଛି ଯେଉଁ ସରକାରରେ ବେରୋଜଗାରି ବଢିଛି ସେଭଳି ସ୍ଥଳରେ ପୁଞ୍ଜି ପ୍ରତ୍ୟାହାର ହେଲେ ରାଷ୍ଟ୍ରାୟତଃ ଉଦ୍ୟୋଗ ଗୁଡିକ ଘରୋଇ ମାଲିକାନାକୁ ଚାଲିଯିବ । ନାଲକୋରେ ମାତ୍ର ସରକାରୀ ପୁଞ୍ଜି ୫୧ ପ୍ରତିଶତ ରହିଛି । ସେଥିରୁ ୨୫ ପ୍ରତିଶତ ପୁଞ୍ଜି କାଢି ନେବାକୁ କେନ୍ଦ୍ର ଚକ୍ରାନ୍ତ କରୁଥିବା ହେତୁ ଏହା ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ସଫା ସଫା କହିଛି ।

ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ହେଲେ ଶ୍ରମିକ ଓ କର୍ମଚାରୀଙ୍କ ନିଯୁକ୍ତି ବିପଦକୁ ଚାଲିଯିବ । କେନ୍ଦ୍ର ସରକାର ଏହା ନିଷ୍ପତ୍ତି ବଦଳାନ୍ତୁ ବୋଲି ସଙ୍ଗଠନ ଦାବି କରିଛି । ନଚେତ ସଂସଦ ସମ୍ମୁଖରେ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୁଞ୍ଜି ପ୍ରତ୍ୟାହାର କୁ ବିରୋଧ । ଅନୁଗୋଳ ନାଲକୋ ପ୍ଳାଣ୍ଟ ଆଗରେ ଭିକ୍ଷୋବ ଓ ପ୍ରତିବାଦ Body:କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ନେଇଥିବେ ନିସ୍ପତି କୁ ବିରୋଧ କରିଛି ଭାରତୀୟ ମଜଦୁର ସଂଘ ।ସରକାର ଙ୍କ ନିସ୍ପତି ଶ୍ରମିକ ବିରୋଦ୍ଧି । ସେଭ PSU ସେଭ NATION ନାରା ରେ ଭାରତୀୟ ମଜଦୁର ସଂଘ ଆନ୍ଦୋଳନ କୁ ଓଳାଇଛି ।ଯାହାର ପ୍ରତିବାଦ ଦେଖିବାକୁଆ ମିଳିଛି ନବରତ୍ନ କମ୍ପାନୀ ଅନୁଗୋଳ ନାଲକୋ ସମ୍ମୁଖରେ । ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ସ୍ମେଲ୍ଟର ପ୍ଳାଣ୍ଟ ସମୁଖରେ ଧାରଣା ସହ ଗେଟ ମିଟିଂ କରାଯାଇଛି । ସଂଘ ଅଭିଯୋଗ କରିଛି ଯେଉଁ ସରକାରରେ ବେରୋଜଗାରି ବଢିଛି ସେଭଳି ସ୍ଥଳରେ ପୁଞ୍ଜି ପ୍ରତ୍ୟାହାର ହେଲେ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ଘରୋଇ ମାଲିକାନା କୁ ଚାଲିଯିବ । ନାଲକୋ ରେ ମାତ୍ର ସରକାରି ପୁଞ୍ଜି ୫୧ ପ୍ରତିଶତ ରହିଛି । ଏଥିରୁ ପୁଣି ୨୫ ପ୍ରତିଶତ ପୁଞ୍ଜି କାଢି ନେବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ଏହା ବିରୁଦ୍ଧରେ ଆନ୍ଦୋଳନ ଜାରି ରହିବ । ସରକାରୀ ଉଦ୍ୟୋଗ ରୁ ପୁଞ୍ଜି ପ୍ରତ୍ୟାହାର ହେଲେ ଶ୍ରମିକ ଓ କର୍ମଚାରୀଙ୍କ ନିଯୁକ୍ତି ବିପଦ କୁ ଚାଲିଯିବ ।
Byte - 1 ସତୃଘନ ତରାଇ , ଆଡଭାଇଜର ଆଲୁମିନିୟମ ମଜଦୁର ସଂଘ
Byte - 2 ରମେଶ ବେହେରା , ସମ୍ପାଦକ ଆଲୁମିନିୟମ ମଜଦୁର ସଂଘ
Conclusion:କେନ୍ଦ୍ର ସରକାର ଏହ ନିସ୍ପତି ବଦଳାନ୍ତୁ ବୋଲ ଗଙ୍ଗଠନ ଦାବି କରିଛି । ନଚେତ ପାରଲ୍ୟାମେଣ୍ଟ ସମ୍ମୁଖରେ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.