ETV Bharat / state

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, 3 ଆହତ

ଅନୁଗୋଳ ଜିଲ୍ଲାର 55 ଜାତୀୟ ରାଜପଥ ଜରପଡାର ତୁକୁଡ଼ା ରାସ୍ତା ହମ୍ପ୍ସରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା । ଜଣେ ମୃତ, ତିନି ଆହତ ।

author img

By

Published : Mar 24, 2020, 9:04 AM IST

Updated : Mar 24, 2020, 9:13 AM IST

motorcycle-accident-in-humps-one-person-death-3-injured-in-anugul
ହମ୍ପସରେ ମଟର ସାଇକେଲ ଦୁର୍ଘଟଣାଗସ୍ତ ଜଣେ ମୃତ ତିନି ଆହତ

ଅନୁଗୋଳ: ସଡକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ। ଅନୁଗୋଳରେ ଜରପଡା ଅଞ୍ଚଳରେ ଭାରସାମ୍ୟ ହରାଇ ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି ।

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, 3 ଆହତ

ସୂଚନା ଅନୁଯାୟୀ, ଗୋଟିଏ ପରିବାର 4 ସଦସ୍ୟ ଅନୁଗୋଳରୁ ରେଢାଖୋଲ ଅଭିମୁଖେ ଯାଉଥିଲେ । ହେଲେ 55 ଜାତୀୟ ରାଜପଥ ଜରପଡାର ତୁକୁଡ଼ା ନିକଟରେ ରାସ୍ତା ଉପରେ ଥିବା ହମ୍ପ୍ସରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଶିଶୁ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 24, 2020, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.