ETV Bharat / state

ଫାଇଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ - ଅନୁଗୋଳ ଖବର

ଅନୁଗୋଳ ବ୍ଲକ ନୂଆଖେତା ସ୍କୁଲରେ ଅଭାବନୀୟ ଘଟଣା । ଫାଇଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

od_ang_student ill
ଫାଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ
author img

By

Published : Feb 10, 2020, 9:21 PM IST

ଅନୁଗୋଳ: ଫାଇଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଘଟଣା ଘଟିଛି ଅନୁଗୋଳ ବ୍ଲକ ନୂଆକ୍ଷେତା ସ୍କୁଲରେ ।

ଫାଲେରିଆ ବଟିକା ଖାଇ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ସୂଚନାନୁଯାୟୀ, ସୋମବାର ସକାଳେ ସ୍କୁଲରେ ପ୍ରାର୍ଥନା ସାରିବା ପରେ 10.30ରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ପିଲାମାନଙ୍କୁ ଫାଇଲେରିଆ ବଟିକା ଖାଇବାକୁ ଦେଇଥିଲେ । ଅପରାହ୍ନ 3ଟାରେ ପରେ ହଠାତ କିଛି ପିଲାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ବନ୍ତଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 4/5ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ଥିବାବେଳେ ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ତେବେ ଉକ୍ତ ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ବ୍ଲକ ନୂଆଖେତା ସ୍କୁଲରେ ଫାଇଲେରିଆ ବଟିକା ଖାଇ 40ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅସୁସ୍ଥ।Body: ତୁରନ୍ତ ସେମାନଙ୍କୁ ବନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଛି। 4/5ଜଣ ଛାତ୍ରଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବା ବେଳେ ଅନ୍ୟ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଆଜି ସକାଳେ ସ୍କୁଲରେ ପ୍ରାର୍ଥନା ସାରିବା ପରେ ପରେ ସାଢ଼େ 10ଟା ସମୟରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ପିଲା ମାନଙ୍କୁ ଫାଇଲେରିଆ ବଟିକା ଖାଇବାକୁ ଦେଇଥିଲେ। ଅପରାହ୍ନ ୩ ଟା ପରେ ହଠାତ କିଛି ପିଲାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି କରି ଥିଲେ। ତୁରନ୍ତ ବନ୍ତଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖବର ଦିଆଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନେ ଆସି ସେମାନଙ୍କୁ ଚିକିତ୍ସା ପାଇଁ ନେଇଥିଲେ। Conclusion:ତେବେ ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.