ETV Bharat / state

ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ, ଗୁଳି ଫୁଟାଇ ଲୁଟିଲେ ୬ ଲକ୍ଷ - ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ

ଦିବା ଆଲୋକରେ ଅନୁଗୋଳରେ ମାତିଲେ ଦୁର୍ବୃତ୍ତ । ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ

ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ, ଗୁଳି ଫୁଟାଇ ଲୁଟିଲେ ୬ ଲକ୍ଷ

author img

By

Published : Aug 29, 2022, 1:18 PM IST

ଅନୁଗୋଳ: ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତ ଗୁଳି କରି ଓ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ । ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟିଛନ୍ତି ଲୁଟେରା । ଅନୁଗୋଳ ଟାଉନ ଥାନା କୁରୁଢୁଲୁ ନିକଟରେ ଘଟିଛି ଏହି ଘଟଣା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ

କୁରୁଡୁଲୁ ନିକଟରେ ଗୁଳିମାଡ଼ ଓ ମାରଣାସ୍ତ୍ରରେ ଆକ୍ରମଣ କରି ମଦ କର୍ମଚାରୀଙ୍କଠୁ ଏହି ଲୁଟି ହୋଇଛି । ଶର୍ମା ଛକରୁ ଏକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୋଳ ଆସୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ମଦ ଦୋକାନର କର୍ମଚାରୀ ଶେଷନାଥ ଗୁପ୍ତା । ଗୁଳିଚାଳନା କରି ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ମାରଣାସ୍ତ୍ରରେ କର୍ମଚାରୀଙ୍କ ହାତ ଓ ଛାତିକୁ ଆକ୍ରମଣ ହୋଇଛି ।

ଏହା ବି ପଢନ୍ତୁ- ହାତୀ ଶିକାରୀକୁ ବାନ୍ଧିଲା ପୋଲିସ, ପ୍ରତିବାଦରେ ରାସ୍ତା ରୋକ କଲେ ଗାଁଲୋକେ

ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ଚାଲିଛି ଚିକିତ୍ସା । ଏକ କାର ଯୋଗେ ଦୁର୍ବୃତ୍ତ ମାନେ ପ୍ରଥମେ ଟଙ୍କା ନେଇ ଯାଉଥିବା କର୍ମଚାରୀଙ୍କ ପିଛା କରିଥିଲେ । ଏହାପରେ ନିଛାଟିଆ ରାସ୍ତା ଦେଖି ତାଙ୍କୁ ଆକ୍ରମଣ କରିଥିଲେ । ତେବେ ପୋଲିସ ଏହି ଘଟଣାରେ ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.