ETV Bharat / state

ଲୁଟେରା ଆତଙ୍କ: ଭୁଜାଲିରେ ହାଣି ଲୁଟିଲେ 14 ହଜାର - fiance officer

ଗୁରୁବାର ଢେଙ୍କାନାଳ ସଦର ଥାନା ଗୁରୁଜାଙ୍ଗ ଠାରେ କିଛି ଦୁର୍ବୁତ୍ତ ଏକ ପଲସର ଗାଡିରେ  ଆସି  ଅନ୍ତର୍ଯ୍ୟାମୀ କୁମ୍ଭାର ନାମକ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ  ଆକ୍ରମଣ କରିବା ସହ ଫାଙ୍କା ଗୁଳିଚାଳନା କରି 14ହଜାର ଟଙ୍କା ଲୁଟି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 29, 2019, 6:01 PM IST

ଅନୁଗୋଳ: ଢେଙ୍କାନାଳରେ ଲୁଟେରା ଆତଙ୍କ । ଦିନ ଦ୍ବିପହରେ ଭୁଜାଲିରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି 14 ହଜାର ଟଙ୍କା ଲୁଟିନେଲେ ଲୁଟେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଗୁରୁବାର ସଦର ଥାନା ଗୁରୁଜାଙ୍ଗ ଠାରେ କିଛି ଦୁର୍ବୁତ୍ତ ଏକ ପଲସର ଗାଡିରେ ଆସି ଅନ୍ତର୍ଯ୍ୟାମୀ କୁମ୍ଭାର ନାମକ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ବ୍ଲାଙ୍କ୍ ଫାଇରିଂ କରି 14ହଜାର ଟଙ୍କା ଲୁଟି ନେଇଛନ୍ତି ।

ଏହି ଆକ୍ରମଣରେ ଅନ୍ତର୍ଯ୍ୟାମୀ ଗୁରୁତର ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଢେଙ୍କାନାଳ ରେ ଲୁଟେରା ଙ୍କ ଆତଙ୍କ । ଦିନ ବେଳେ ଗୁଳି ଫୁଟାଇ ଭୁଜାଲି ରେ ହାଣି ଲୁଟ ।ଆକ୍ରମଣ ରେ ଫଇନାନ୍ସ କର୍ମଚାରୀ ଆହତ ।Body:ଢେଙ୍କାନାଳ ରେ ପୁଣି କଳା ପଲସର ଆତଙ୍କ । କଳା ପଲସର ରେ ଆସି ଜିଲା ରେ ଲୁଟପାଟ କରୁଥିବା ଲୁଟେରା ପୁଣି ମାତିଛନ୍ତି । ଆଜି ଏକ ପଲସର ଆସି ଦୁର୍ବୁକ୍ତ ଜଣେ ଫାଇନାସ କର୍ମଚାରୀ ଙ୍କୁ ଭୁଜାଲି ଆକ୍ରମଣ କରିବା ସହ ବ୍ଲାକ ଫାଇରିଂ କରୁ ଟଙ୍କା ଲୁଟି ଛନ୍ତି ।ଜିଲା ର ସଦର ଥାନା ଗୁରୁଜାଙ୍ଗ ଠାରେ ଲୁଟେରା ଘଟାଇ ଛନ୍ତି ଏହି ଲୁଟ ତରାଜ । ଜିଲା ରେ ଥିବା ଭୟା ଫଇନାନ୍ସ କର୍ମଚାରୀ ଙ୍କୁ ଆକ୍ରମଣ କରି ଲୁଟେରା ମାନେ 14 ହଜାର ଟଙ୍କା ଲୁଟି ନେଇ ଛନ୍ତି । ଆକ୍ରମଣ ରେ କର୍ମଚାରୀ ଅନ୍ତର୍ଯ୍ୟାମୀ କୁମ୍ଭାର ଆହତ ହୋଇଛନ୍ତି । ତାଙ୍କୁ ଜିଲା ମୁଖ୍ୟ ଡାକ୍ତର ଖାନାର ଭର୍ତି କରା ଯାଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Byte -ସୌଭାଗ୍ୟ ପାଣି , ପୋଲିସ ଏ ଏସ ଆଇ ।Conclusion:ଗତ ଦୁଇ ରୁ ତିନି ମାସ ପରେ ପୁଣି ଏହି ପଲସର ଛଡା ଲୁଟେରା ପୁଣି ଏହି ଆତଙ୍କ ଆରମ୍ଭ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.