ETV Bharat / state

କୋରୋନା ଲକଡାଉନ: ୬୬ଟି ସ୍ଥାନରେ ଅନୁଗୋଳ ପୋଲିସର ନାକାବନ୍ଦୀ - Police barricading in Anugol

କୋରୋନା ଲକଡାଉନ ପାଇଁ ଅନୁଗୋଳ ସହରର ବିଭିନ୍ନ ପ୍ରବେଶ ପଥ ଠୁ ଆରମ୍ଭ କରି ଜନ ଗହଳିପୂର୍ଣ୍ଣ ସ୍ଥାନରେ ପୋଲିସ ମାରୁଛି ପଇଁତରା । ୬୬ଟି ସ୍ଥାନରେ ପୋଲିସର ନକାବନ୍ଦୀ । ଅଧିକ ପଢନ୍ତୁ...

କୋରୋନା ଲକଡାଉନ: ୬୬ଟି ସ୍ଥାନରେ ଅନୁଗୋଳ ପୋଲିସର ନାକାବନ୍ଦୀ

author img

By

Published : Mar 25, 2020, 2:04 PM IST

ଅନୁଗୋଳ: କୋରୋନା ପାଇଁ ସବୁଠି ଚିନ୍ତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା ପରେ ଚାରିଆଡେ ପୋଲିସ ଛାଉଣି । ସହରର ବିଭିନ୍ନ ପ୍ରବେଶ ପଥ ଠୁ ଆରମ୍ଭ କରି ଜଣ ଗହଳିପୂର୍ଣ୍ଣ ସ୍ଥାନରେ ପୋଲିସ ଦିନ ରାତି ପଇଁତରା ମାରୁଛି ।

କୋରୋନା ଲକଡାଉନ: ୬୬ଟି ସ୍ଥାନରେ ଅନୁଗୋଳ ପୋଲିସର ନାକାବନ୍ଦୀ

କୋରନାକୁ ନେଇ ସାରା ଦେଶ ଏବେ ଲକ ଡାଉନ। ଏଥିରୁ ବାଦ ପଡିନି ଅନୁଗୋଳ ଜିଲ୍ଲା । ପୁରା ଜିଲ୍ଲାରେ ସବୁଠି ପୋଲସ ସତର୍କ ପ୍ରହରୀ ପରି ଜଗି ରହିଛି । ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରିବା ସହ ଯେଉଁମାନେ ଆଇନକୁ ଅବମାନନା କରୁଛନ୍ତି ସେମାନଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଉଛି। ପୁରା ଜିଲ୍ଲାରେ 66ଟି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଏହାସହ ବିନା କୌଣସି କାମରେ ବାହାରକୁ ନ ବାହାରିବାକୁ କୁହାଯାଉଛି। ଅତ୍ୟାବଶ୍ୟକ ସ୍ଥଳେ ପାଟ୍ରୋଲିଂ ମଧ୍ୟ କରାଯାଉଥିବା ଅନୁଗୋଳ ଏସପି ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.