ETV Bharat / state

ଅନୁଗୋଳରେ ସ୍ଥାନୀୟ ସଂକ୍ରମଣ ଆତଙ୍କ, ଗୋଟିଏ ଦିନରେ 177 ନୂଆ ମାମଲା - କୋରୋନା ଭାଇରସ ନ୍ୟୁଜ୍‌

ଜିଲ୍ଲାରେ ଥମିବାର ନାମ ନେଉନାହିଁ କୋରୋନା ସଂକ୍ରମଣ । ଏମିତିରେ ବୁଧବାର ପୁଣି ଗୋଟିଏ ଦିନରେ ଚିହ୍ନଟ ହୋଇଛି ମୋଟ 177 ନୂଆ ମାମଲା । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 3224ରେ ପହଞ୍ଚିଥିବା ଜଣାପଡିଛି ।

corona virus in angul, angul latest news, corona update in angul, coronavirus news, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଅନୁଗୋଳରେ କୋରୋନା ସଂକ୍ରମଣ
ଅନୁଗୋଳରେ ସ୍ଥାନୀୟ ସଂକ୍ରମଣ ଆତଙ୍କ, ଗୋଟିଏ ଦିନରେ 177 ନୂଆ ମାମଲା ଚିହ୍ନଟ
author img

By

Published : Sep 24, 2020, 9:22 AM IST

ଅନୁଗୋଳ: ଜିଲ୍ଲାରେ ଥମିବାର ନାମ ନେଉନାହିଁ କୋରୋନା ସଂକ୍ରମଣ । ଏମିତିରେ ବୁଧବାର ପୁଣି ଗୋଟିଏ ଦିନରେ ଚିହ୍ନଟ ହୋଇଛି ମୋଟ 177 ନୂଆ ମାମଲା । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 3224ରେ ପହଞ୍ଚିଥିବା ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୂନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ 4 ଜଣ ଆକ୍ରାନ୍ତ ମଧ୍ୟ ବୁଧବାର ପଜିଟିଭ ଚିହ୍ନଟ ହୋଇଥିବାଜଣା ପଡିଛି । ସେପଟେ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ତାଳଚେର ବ୍ଲକରୁ ସର୍ବାଧିକ 59 ଜଣ ଥିବା ବେଳେ 43ଜଣ ପୁରୁଷ ଓ 16 ଜଣ ମହିଳା ଥିବା ଜିଲ୍ଲା ପ୍ରାଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

corona virus in angul, angul latest news, corona update in angul, coronavirus news, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଅନୁଗୋଳରେ କୋରୋନା ସଂକ୍ରମଣ
ଅନୁଗୋଳରେ ସ୍ଥାନୀୟ ସଂକ୍ରମଣ ଆତଙ୍କ, ଗୋଟିଏ ଦିନରେ 177 ନୂଆ ମାମଲା ଚିହ୍ନଟ

ସେହିପରି ଛେଣ୍ଡିପଦା ବ୍ଳକରୁ 27 ଜଣ (20 ପୁରୁଷ, 7 ମହିଳା), ବଅଁରପାଳ ବ୍ଳକରୁ 26 ଜଣ (18 ପୁରୁଷ, 8 ଜଣ ମହିଳା), କଣିହାଁ ବ୍ଳକରୁ 24 ଜଣ (19 ପୁରୁଷ, 5 ମହିଳା) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମାନ ଭାବେ ଅନୁଗୋଳ ପୌରାଞ୍ଚଳରୁ 18 ଜଣ (12 ପୁରୁଷ, 6 ମହିଳା), ଅନୁଗୋଳ ବ୍ଲକରୁ 13 ଜଣ (13 ପୁରୁଷ), ପାଲଲହଡା ବ୍ଳକରୁ 4 ଜଣ (ଜଣେ ପୁରୁଷ, 3 ମହିଳା), କିଶୋରନଗର ବ୍ଳକରୁ 3 ଜଣ (2 ପୁରୁଷ, ଜଣେ ମହିଳା) ଓ ଆଠମଲ୍ଲିକ ବ୍ଲକରୁ 3 ଜଣ (ଜଣେ ପୁରୁଷ,2 ମହିଳା) ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ବୁଧବାର ଚିହ୍ନଟ ହୋଇଥିବା ସମସ୍ତ ମାମଲା ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସେପଟେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି । ତେବେ ବୁଧବାର ଜିଲ୍ଲାରେ 141 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 34 ଜଣ କୋଭିଡ ହସ୍ପିଟାଲରୁ ଓ 107 ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.