ETV Bharat / state

ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋର୍ଟସ, ଭାଗନେଲେ 182 ବନ କର୍ମଚାରୀ

author img

By

Published : Jan 11, 2020, 1:16 PM IST

ଅନୁଗୋଳରେ ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ଆୟୋଜିତ । ଏଥିରେ ଭାଗନେଲେ 182 ବନ କର୍ମଚାରୀ । ଆଗକୁ ପଢନ୍ତୁ...

Zonal  forest sports inaguration
ଜୋନାଲ ସ୍ତରୀୟ ଫରେଷ୍ଟ ସ୍ପୋର୍ଟସ

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋଟ୍ସ ମିଟ ଅନୁଗୋଳ ଓ ବାରିପଦା ବନ ମଣ୍ଡଳ ମଧ୍ୟରେ ଥିବା 19ଟି ଡିଭିଜନର ବନ କର୍ମଚାରୀ ଏହି ସ୍ପୋଡ୍ସ ମିଟରେ ଭାଗ ନେଇଛନ୍ତି ।

ଅନୁଗୋଳ ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିବ ଏହି ପ୍ରତିଯୋଗିତା । ଏହାକୁ ଉଦଘାଟନ କରିଛନ୍ତି ଅନୁଗୋଳ ଆଞ୍ଚଳିକ ବନ ସଂରକ୍ଷକ ପ୍ରଦୀପରାଜ କରାଟ ଓ ଅନୁଗୋଳ ଜିଲାପାଳ ମନୋଜ ମହାନ୍ତି ।

ଜୋନାଲ ସ୍ତରୀୟ ଫରେଷ୍ଟ ସ୍ପୋର୍ଟସ

ଏଥିରେ ଉଭୟ ବନ ମଣ୍ଡଳର 182 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆସନ୍ତା 24 ଓ25 ତାରିଖରେ ଏହିଠାରେ ହିଁ ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟ ଆୟୋଜନ କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ଅନୁଗୋଳ ରେ ଆରମ୍ଭ ହୋଇଛି ଜୋନାଲ ସ୍ଥରୀୟ ଫରେଷ୍ଟ ସ୍ପୋଡ୍ସ ମିଟ Body:। ଅନୁଗୋଳ ଓ ବାରିପଦା ବନ ମଣ୍ଡଳ ମଧ୍ୟରେ ଥିବା 19 ଟି ଡିଭିଜନର ବନ କର୍ମଚାରୀ ଏହି ସ୍ପୋଡ୍ସ ମିଟ ରେ ଭାଗ ନେଇଛନ୍ତି । ଅନୁଗୋଳ ଷ୍ଟାଡିୟମ ରେ ଦୁଇ ଦିନ ଧରି ଚାଲିବ ଏହି ଖେଳ ପ୍ରତିଯୋଗିତା । ଏହାକୁ ଉଦଘାଟନ କରିଛନ୍ତି ଅନୁଗୋଳ ଆଞ୍ଚଳିକ ବନ ସଂରକ୍ଷକ ପ୍ରଦୀପରାଜ କରାଟ ଓ ଅନୁଗୋଳ ଜିଲାପାଳ ମନୋଜ ମହାନ୍ତି । ଏଥିରେ ଉଭୟ ବନ ମଣ୍ଡଳ ର 182 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି ।
Byte - 1 ପ୍ରଦୀପରାଜ କରାଟ , RCCF ଅନୁଗୋଳ ।Conclusion:ଆସନ୍ତା 24 ଓ25 ତାରିଖରେ ଏହିଠାରେ ହିଁ ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋଡ଼ସ ମିଟ ଆୟୋଜନ କରାଯିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.