ETV Bharat / state

୨୨ ଦଫା ଦାବିରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରତିବାଦ - district- National labor-congress

22 ଦଫା ଦାବି ନେଇ ଦାବି ନେଇ ଅନୁଗୋଳ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆନ୍ଦୋଳନ । ଅଧିକ ପଢନ୍ତୁ...

district-National  labor-congress-has-submitted-a-22-point-demand-letter-to collecter
୨୨ ଦଫା ଦାବିରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରତିବାଦ
author img

By

Published : Nov 5, 2020, 11:48 PM IST

ଅନୁଗୋଳ: ଅନୁଗୋଳରେ ୨୨ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ରାଷ୍ଟ୍ରୀୟ ଶ୍ରମିକ କଂଗ୍ରେସ । 22 ଦଫା ଦାବି ନେଇ ଦାବି ନେଇ ଅନୁଗୋଳ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପ୍ରତିବାଦ କରିଛି ।

୨୨ ଦଫା ଦାବିରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ପ୍ରତିବାଦ

ବହୁ ସଂଖ୍ୟାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସକର୍ମୀ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନ ଓ ରାଷ୍ଟ୍ରାୟତ ଉଦ୍ୟୋଗରୁ ହେଉଥିବା ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରିଛନ୍ତି ।

କୋଭିଡ ସମୟରେ ଶ୍ରମିକମାନେ ଅନେକ ଅସୁବିଧାରେ ସମୟ କାଟୁଛନ୍ତି । ଏଭଳି ସ୍ଥିତିରେ ସରକାର ଶ୍ରମିକଙ୍କ ପେଟର ଲାତ ମାରିବା ପାଇଁ ଯୋଜନା କରୁଥିବା ଅଭିଯୋଗ ଆଣି ସଂଗଠନ ବିରୋଧ କରିଛି ।

ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ଛଡା ବିଦ୍ୟୁତ ଶୁଳ୍କ ବୃଦ୍ଧିର ମଧ୍ୟ ବିରୋଧ କରିଛି କଂଗ୍ରେସର ଏହି ଶ୍ରମିକ ସଂଗଠନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.