ETV Bharat / state

ରାଜ୍ୟରେ ସର୍ବାଧିକ ମୃତ୍ୟୁହାର ଅନୁଗୋଳରେ, ପ୍ରତିଦିନ କୋରୋନା ନେଉଛି 5 ଜୀବନ - anugul 5 corona patient were dead

ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗୁନଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଅଧିକ ପଢନ୍ତୁ...

ଜିଲ୍ଲାରେ ପ୍ରତ୍ୟେକ ଦିନ କୋରନା ନେଉଛି 5 ଜୀବନ, ଯାହା ରାଜ୍ୟରେ ସର୍ବାଧିକ

author img

By

Published : Jun 2, 2021, 5:28 PM IST

ଅନୁଗୋଳ: ଜିଲ୍ଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ଗତ 6 ଦିନ ହେବ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ରାଜ୍ୟରେ ଏକ ନମ୍ବର ହୋଇଛି । ଏହି ସଂଖ୍ୟା ସରକାରୀ ଭାବେ 119ରେ ପହଞ୍ଚିଛି । ଗତକାଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନା ଅନୁସାରେ ଜିଲ୍ଲାରେ କିଲର ଭାଇରସ ନେଇଛି 114 ଲୋକଙ୍କ ଜୀବନ ।

ଜିଲ୍ଲାରେ ପ୍ରତ୍ୟେକ ଦିନ କୋରନା ନେଉଛି 5 ଜୀବନ, ଯାହା ରାଜ୍ୟରେ ସର୍ବାଧିକ

ତେବେ ଆଜି(ବୁଧବାର) ରାଜ୍ୟ ସରକାର ଦେଇଥିବା ସୂଚନାରେ ଅନୁଗୋଳ ଜିଲ୍ଲାରୁ ପୁଣି 5 ଜଣକ ଜୀବନ ନେଇଛି ଭାଇରସ । ଯାହାକୁ ମିଶାଇ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 119ରେ ପହଞ୍ଚିଛି । ତେବେ ସରକାରୀ ଭାବେ ଦେଖାଗଲେ ଗତ 4 ଦିନ ହେବ ଜିଲ୍ଲାରେ ମୃତ୍ୟୁ ସଂଖ୍ୟାରେ ରାଜ୍ୟରେ ଏକ ନମ୍ବରରେ ରହୁଛି ଅନୁଗୋଳ । ଅର୍ଥାତ ଗତ 6 ଦିନ ମଧ୍ୟରେ କୋରନା ଅନୁଗୋଳ ଜିଲ୍ଲାରୁ 30 ଜଣକ ଜୀବନ ନେଲାଣି । ଯାହାକୁ ନେଇ ଲୋକେ ଏବେ ଭୟଭୀତ । ଜିଲ୍ଲାରେ ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗୁନଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.