ETV Bharat / state

ଅଦିନିଆ ବର୍ଷା: ଧୋଇନେଲା ଭସାଣି, ନିରାଶ ହେଲେ ଅନୁଗୋଳବାସୀ

author img

By

Published : Oct 23, 2019, 3:00 PM IST

ଅଦିନିଆ ବର୍ଷାରେ ବେହାଲ ଅନୁଗୋଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଫଳରେ ବୁଧବାର ଠାରୁ ଆରମ୍ଭ ହୋଇଛି ବର୍ଷା । ଯାହା ଫଳରେ ଲୋକମାନେ ନାନା ପ୍ରକାର ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଅଦିନିଆ ବର୍ଷାରେ ବେହାଲ ଅନୁଗୋଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବୁଧବାର ଠାରୁ ଆରମ୍ଭ ହୋଇଛି ବର୍ଷା । ଯାହା ଫଳରେ ଲୋକମାନେ ନାନା ପ୍ରକାର ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ତେବେ ସକାଳ 10 ଟାରୁ ଏହି ବର୍ଷା ଆରମ୍ଭ ହେବା ଫଳରେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ସ୍କୁଲ, କଲେଜ ଓ ଅଫିସ ଯିବା ଆସିବା ପାଇଁ ପିଲାମାନେ ନାନା ହଇରାଣ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ବୁଧବାର ଜିଲ୍ଲାରେ ଚାଲିଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭସାଣି ଥିବାବେଳେ ବର୍ଷା ପାଇଁ ସବୁ ଆଶା ମୌଳିବାର ସମ୍ଭାବନା ଅଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଭସାଣି ପର୍ବରେ ଅନେକ ପୂଜା ମଣ୍ଡପର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ଦଳ ଆଣି ଶୋଭାଯାତ୍ରା କରିବାର ପ୍ରସ୍ତୁତି କରିଛନ୍ତି । ହେଲେ ଏହି ଅଦିନିଆ ବର୍ଷା ତାହା ଧୋଇ ନେବାର ସମ୍ଭାବନା ମଧ୍ୟ ରହିଛି । ଯାହାଫଳରେ ଲୋକଙ୍କ ମଧ୍ୟରେ ଆଶା ମଉଳି ଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅଦିନିଆ ବର୍ଷା। ଅଦିନିଆ ବର୍ଷା ରେ ବେହାଲ ଅନୁଗୋଳ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଫଳରେ ଆଜିଠାରୁ ଆରମ୍ଭ ହୋଇଛି ବର୍ଷାBody: । ଲଘୁଚାପ ଟ୍ରାପ ଲାଇନ ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଏହି ବର୍ଷା ଦେଖିବାକୁ ମିଳିଛି। ଏହି ଅଦିନିଆ ବର୍ଷା ଫଳରେ ଏବେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସକାଳ 10 ଟାରୁ ଏହି ବର୍ଷା ଆରମ୍ଭ ହେବା ଫଳରେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । ସ୍କୁଲ, କଲେଜ ଓ ଅଫିସ ଯିବା ଆସିବା ପାଇଁ ନନା ହଇରାଣ ମଧ୍ୟ ହେବାକୁ ପଡିଛି । ବିଶେଷ କରି ଆଜି ଜିଲ୍ଲାରେ ଚାଲିଥିବା ପ୍ରସିଦ୍ଧ ଗଜଳଷ୍ମୀ ପୂଜାର ଭଷାଣି ଥିବା ବେଳେ ବର୍ଷା ପାଇଁ ସବୁ ଆଶା ମୌଳିବାର ସମ୍ଭାବନା ଅଛି । ଭଷାଣି ଅନେକ ପୂଜା ମଣ୍ଡପ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଜ୍ୟ ତଥା ରାଜ୍ୟ ବହାରରୁ ଅନେକ ଦଳ ଆଣି ଶୋଭାଯାତ୍ରା କରିବାର ପ୍ରସ୍ତୁତି କରିଛନ୍ତି । Conclusion:ହେଲେ ଆରମ୍ଭ ହୋଇଥିବା ବର୍ଷା ତାହା ଧୋଇ ନେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ସବୁଠି ଏବେ ଆଶା ମୌଳିବାରେ ଲାଗିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.