ETV Bharat / state

ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାର ସର୍ବସ୍ବାନ୍ତ - GAS TANK BLAST

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହାତା ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟିବାରୁ ସର୍ବସ୍ବାନ୍ତ ହୋଇଛି ଗୋଟିଏ ପରିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 17, 2019, 10:58 PM IST

Updated : Jun 19, 2019, 5:27 PM IST

ଅନୁଗୋଳ: ଜିଲ୍ଲା ବଅଁରପାଳ ବ୍ଲକ ନୂଆହାତା ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟିବାରୁ ସର୍ବସ୍ବାନ୍ତ ହୋଇଛି ଗୋଟିଏ ପରିବାର । ଗାଁର ସତ୍ୟାନନ୍ଦ ଧୀରଙ୍କ ଘରେ ଘଟିଛି ଅଗ୍ନିକାଣ୍ଡ । ଗ୍ୟାସ ଟାଙ୍କି ଫାଟି ସତ୍ୟାନନ୍ଦ ଧୀରଙ୍କ 4 ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଘର ଭିତରେ ଥିବା ସବୁ ଲୁଗାପଟା, ଧାନ ଚାଉଳ, ବାସନ କୁସନ ଓ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ବଅଁରପାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର । ଗୋଟିଏ ପରିବାର ସର୍ବସ୍ୱନ୍ତ ।Body:ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ନୂଆହତା ଗାଁରେ ଅଗ୍ନିକାଣ୍ଡ। ଗ୍ୟାସ ଟାଙ୍କି ଫାଟି ସତ୍ୟାନନ୍ଦ ଧୀରଙ୍କ 4 ବଖରା ଘରପୋଡି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ସବୁ ଲୁଗାପଟା, ଧାନ ଚାଉଳ, ବାସନ କୁସନ ଓ ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଛି। ଖବର ପାଇ ବଅଁରପାଳ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ।Conclusion:
Last Updated : Jun 19, 2019, 5:27 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.