ETV Bharat / state

ଜଳିଗଲା ଏଟିଏମ୍‌ ମେସିନ୍‌, ପୋଡିଗଲା ଟଙ୍କା - anugul

ଅନୁଗୋଳ ହନୁମାନ ବଜାରରେ ଥିବା ଏକ ଏଟିଏମ୍‌ରେ ନିଆଁ ଲାଗି ପୋଡିଗଲା ଏଟିଏମ୍‌  ମେସିନ ।

ଫଟୋ ସୌଜନ୍ଯ:ସମ୍ବାଦଦାତା,ଅନୁଗୋଳ
author img

By

Published : Apr 15, 2019, 10:35 PM IST

ଅନୁଗୋଳ: ଏଟିଏମ୍‌ରେ ଅଗ୍ନିକାଣ୍ଡ। ଅନୁଗୋଳ ହନୁମାନ ବଜାରରେ ଥିବା ଏକ ଏଟିଏମ୍‌ରେ ଏହି ଅଗ୍ନିକାଣ୍ଡ ହୋଇଛି । ତେବେ ସଟ ସର୍କିଟ ଫଳରେ ଏଟିଏମ୍‌ରେ ନିଆଁ ଲାଗିଥିବା ବୋଲି ଅନୁମାନ କରାଯାଉଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା,ଅନୁଗୋଳ

ତେବେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଟିଏମ୍‌ ମେସିନଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବାରୁ ସେଥିରେ ଥିବା ସମସ୍ତ ଟଙ୍କା ମଧ୍ୟ ପୋଡିଯାଇଥିବା ଅନୁମାନ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ବିଜେପି ହିଂସାକୁ ଉସୁକାଉଛି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ ପାଲଟା ଜବାବ ଦେଇ ବିଜେଡି ପକ୍ଷରୁ ଏହା କୁହାଯାଇଛି। 

ବିଜେଡି ପକ୍ଷରୁ କୁହାଯାଇଛି ଯେ, 'ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣା ଦୁର୍ଭାଗ୍ୟଜନକ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖବନ୍ଧରେ ଅହିଂସା ରଖିବାକୁ ପ୍ରସ୍ତାବ ପାରିତ କରାଇଛନ୍ତି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । 

ବିହାର ଓ ମଧ୍ୟପ୍ରଦେଶ ଅବସ୍ଥା ଏଠାରେ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି ।  ପ୍ରମାଣ ନଥାଇ ରାଜନୈତିକ ଆକ୍ଷେପ କରାନଯାଉ।  ୨୦୦୦ରୁ ୨୦୧୫-୧୬ ପର୍ଯ୍ୟନ୍ତ ହିଂସା ନଥିଲା ।  ଏବେ ବିଜେପି ରାଜ୍ୟରେ ହିଂସାକୁ ଉସୁକାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି'। 

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବାକଯୁଦ୍ଧ। ଏହି ହତ୍ୟାକାଣ୍ଡରେ ବିଜେପି ବିଜେଡି ଆଡକୁ ଇଙ୍ଗିତ କରୁଥିବାବେଳେ ବିଜେଡି ମଧ୍ୟ ପାଲଟା ଜବାବ ଦେଇ ଆକ୍ରମଣ କରିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.