ETV Bharat / state

ନାକେଦମ କଲାଣି ନରହନ୍ତା ଦନ୍ତା, ଟ୍ରାଙ୍କୁଲାଇଜିଙ୍ଗ ପରେ ବି ଭାଙ୍ଗିଦେଲା ଟ୍ରକ - Elephant terror in anugul

ତାଳଚେରରେ ଆତଙ୍କ ଖେଳାଉଥିବା ନରହନ୍ତା ଦନ୍ତା, ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେଇଛି । ଅଧିକ ପଢନ୍ତୁ...

elephant
ଟ୍ରାଙ୍କୁଳାଇଜିଙ୍ଗ ପରେ ଗଜରାଜକୁ ସ୍ଥାନାନ୍ତର କରିବାରେ ବନବିଭାଗ ବିଫଳ
author img

By

Published : Jan 21, 2020, 10:52 PM IST

ଅନୁଗୋଳ: ଟ୍ରାଙ୍କୁଳାଇଜିଙ୍ଗ ପରେ ମଧ୍ୟ ବନ ବିଭାଗକୁ ନାକେଦାମ କରିଛି ଗଜରାଜ। ଅନୁଗୋଳ ଜିଲ୍ଲା ତାଳଚେରରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ବିଭାଗ କାବୁ କରିଥିଲେ ମଧ୍ୟ ତାଙ୍କୁ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି।

ଟ୍ରାଙ୍କୁଳାଇଜିଙ୍ଗ ପରେ ଗଜରାଜକୁ ସ୍ଥାନାନ୍ତର କରିବାରେ ବନବିଭାଗ ବିଫଳ

ସୋମବାର ଢେଙ୍କାନାଳ ଜିଲ୍ଲା କପିଳାସରେ ଥିବା ଚିଡିଆଖାନାକୁ ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ ହୋଇଥିଲା ଦନ୍ତା । ତେବେ ଚେତାଶୂନ୍ୟ ଅବସ୍ଥାରେ ମଧ୍ୟ ଟ୍ରକଟିକୁ ଭାଙ୍ଗି ଦେବାରୁ ହାତୀଟିକୁ ସ୍ଥାନାନ୍ତରିତ କରାଯାଇପାରିନାହିଁ। ପୁଣିଥରେ ଦନ୍ତାକୁ ତଳକୁ ଓହ୍ଲାଇ ଦେଇଛି ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ।

ମଙ୍ଗଳବାର ପୁଣି ସ୍ଥାନାନ୍ତର ପାଇଁ ଚେଷ୍ଟା କରିବ ବନବିଭାଗ। ଦୀର୍ଘ 4 ଦିନ ହେବ ଅକ୍ଲାନ୍ତ ପରିଶ୍ରମ କରି ଗତକାଲି(ସୋମବାର) ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ଏକ ସଂରକ୍ଷିତ ଜଙ୍ଗଲରୁ ଏହି ନରହନ୍ତା ଦନ୍ତାକୁ କାବୁ କରିଥିଲା ଟ୍ରାଙ୍କୁଲାଇଜ ଟିମ ଓ ବନ ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ

Intro:ଟ୍ରଙ୍କୁଳାଇଜିଙ୍ଗ ପରେ ମଧ୍ୟ ବନ ବିଭାଗ କୁ ନାକେଦାମ କରିଛି ଗଜରାଜ । ଅନୁଗୋଳ ଜିଲା ତାଳଚେର ରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀ କୁ ବିଭଗ କାବୁ କରିଥିଲେ ମଧ୍ୟ ତାଙ୍କୁ ସ୍ଥାନାନ୍ତର କରିପାରି ନାହିଁ ।Body: ଗତକାଲି ଢେଙ୍କାନାଳ ଜିଲା କପିଳାସ ରେ ଥିବା ଚିଡିଆଖାନା କୁ ସ୍ଥାନାନ୍ତର ପାଇଁ ଟ୍ରକ ରେ ଲୋଡ଼ ହୋଇ ସାରିଥିଲେ ମଧ୍ୟ ଚେତାଶୂନ୍ୟ ଅବସ୍ଥାରେ ଟ୍ରକଟିକୁ ଭାଙ୍ଗି ଦେବାରୁ ତାର ସ୍ଥାନାନ୍ତରିତ ହୋଇ ପାରି ନାହିଁ । ପୁଣି ଥରେ ଦନ୍ତାକୁ ତଳକୁ ଓହ୍ଲାଇ ଦେଇଛି ବନ ବିଭାଗ ଓ ଟ୍ରାଙ୍କୁଲାଇଜ଼ ଟିମ । ଆଜି ପୁଣି ସ୍ଥାନାନ୍ତର ପାଇଁ ଚେଷ୍ଟା କରିବ ବନ ବିଭାଗ । ଦୀଘ 4ଦିନ ହେବ ଅକ୍ଲାନ୍ତ ପରିସ୍ରମ କରି ଗତକାଲି ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ଏକ ସରଂଖିତ ଜଙ୍ଗଲରୁ ଏହି ନରହନ୍ତା ଦନ୍ତାକୁ କାବୁ କରିଥିଲା ଟ୍ରାଙ୍କୁଲାଇଜ଼ ଟିମ ଓ ବନ ବିଭାଗ । Conclusion:ଏହି ନରହନ୍ତା ଦନ୍ତା ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେବା ସହ ତାଳଚେର ସହରରେ ଉତ୍ପାତ କରୁଥିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.