ETV Bharat / state

ଦାବିର ୨ ମାସ ପରେ ବି ଶୁଣୁନି ସରକାର, ଡ୍ରାଇଭରଙ୍କ ସମ୍ବଲପୁରରୁ ନବୀନ ନିବାସ ପଦଯାତ୍ରା - drivers federation marched

10 ଦଫା ଦାବି ନେଇ ସମ୍ବଲପୁରରୁ ଭୁବନେଶ୍ବର ଚାଲି ଚାଲି ଶୋଭାଯାତ୍ରାରେ ବାହାରିଛନ୍ତି ଡ୍ରାଇଭରମାନେ । ଏଭଳି ଅଭିନବ ଆନ୍ଦୋଳନ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଅଧିକ ପଢନ୍ତୁ...

ଦାବି ଜଣାଇବାର ୨ ମାସ ପରେ ବି ଶୁଣୁନି ସରକାର, ସମ୍ବଲପୁରରୁ ନବୀନ ନିବାସ ଶୋଭାଯାତ୍ରାରେ ଡ୍ରାଇଭର

author img

By

Published : Oct 26, 2021, 8:25 AM IST

ଅନୁଗୋଳ: 10 ଦଫା ଦାବି ନେଇ ସମ୍ବଲପୁରରୁ ଭୁବନେଶ୍ବର ଚାଲି ଚାଲି ଶୋଭାଯାତ୍ରାରେ ବାହାରିଛନ୍ତି ଡ୍ରାଇଭରମାନେ । ଏଭଳି ଅଭିନବ ଆନ୍ଦୋଳନ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଗତ ଚାରି ଦିନ ତଳେ ଡ୍ରାଇଭର ସଂଘ କର୍ମକର୍ତ୍ତା ପ୍ରତିବାଦ ଶୋଭାଯାତ୍ରାରେ ସମ୍ବଲପୁର ନବୀନ ନିବାସ ଅଭିମୁଖେ ବାହାରିଛନ୍ତି।

ଦାବି ଜଣାଇବାର ୨ ମାସ ପରେ ବି ଶୁଣୁନି ସରକାର, ସମ୍ବଲପୁରରୁ ନବୀନ ନିବାସ ଶୋଭାଯାତ୍ରାରେ ଡ୍ରାଇଭର

ତେବେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ, ୫୫ ବର୍ଷ ବୟସ ପରେ ପେନସନ ପାଇଁ ବ୍ୟବସ୍ଥା କରାଯିବା ସହ ଡ୍ରାଇଭରମାନଙ୍କର କାର୍ଯ୍ୟ ଦକ୍ଷତାର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ସମୟ ସୀମା ଧାର୍ଯ୍ୟ କରିବା ଆଦି ଦାବି ରଖିଛନ୍ତି । ସେମାନେ ଦାବି ଜଣାଇବାର ୨ ମାସ ବିତିବାକୁ ବସିଲାଣି । ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ବିଚାରକୁ ନ ନେଇ ନଥିବାରୁ ନିଜର ଦାବି ଜଣାଇବା ପାଇଁ ସମ୍ବଲପୁରଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଛନ୍ତି ଡ୍ରାଇଭର ମହାସଙ୍ଘ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.