ETV Bharat / state

ପୁଣି ଯୌତୁକ ଯାତନା, ଶାବଳ ପକାଇ ବଧୂହତ୍ୟା ଅଭିଯାଗ - ଯୌତୁକ ଜୁଇ ଜଳିଲା ଅନୁଗୋଳ ବୋହୂ

ଯୌତୁକ ନିର୍ଯ୍ୟାତନାରେ ଆଖିବୁଝିଛି ଜଣେ ନବବଧୂ । ଏ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ। ତେବେ ଶଶୂର ଘର ଲୋକ ବୋହୂକୁ ଶାବଳ ପକାଇ ମାରିଥିବା ଝିଅଘର ଲୋକ ଅଭିଯୋଗ ଆଣିଛନ୍ତି। ଏ ଘଟଣା ପରେ ଫେରାର ହୋଇଯାଇଛି ଜ୍ବାଇଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Sep 9, 2019, 5:15 PM IST

ଅନୁଗୋଳ: ବନ୍ଦ ହେବାର ନାଁ ଧରୁନି ଯୌତୁକ ଯାତନା। ପୁଣି ଯୌତୁକ ଜୁଇରେ ଜଳିଯାଇଛି ଆଉ ଏକ ନବବଧୂ। ଏ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ନାଲକୋ ଥାନା ଅଧିନସ୍ଥ ବଳରାମପ୍ରସାଦ ଗାଁରେ । ତେବେ ଯୌତୁକ ପାଇଁ ବୋହୂକୁ ତାର ଶାଶୂ ଘର ଲୋକ ମାରି ଦେଇଥିବା ଝିଅର ବାପଘର ଲୋକେ ଅଭିଯୋଗ କରିଛନ୍ତି ।

ମୃତକ ଜଣକ ହେଲେ ସୌମ୍ୟା ସ୍ଵତା ବାରିକ। ଘର ଅନୁଗୋଳ ଜିଲ୍ଲା ନିଶା ଥାନା କଙ୍କରେଇ ଗାଁରେ। ୨୦୧୬ ମସିହାରେ ସୌମ୍ୟା ବଳରାମପ୍ରସାଦ ଗାଁର ଗୋକୁଲାନନ୍ଦ ବାରିକଙ୍କ ପୁଅ ସତ୍ୟାନନ୍ଦ ବାରିକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୂ ଘର ଲୋକେ ସୌମ୍ୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ତେବେ ଶାଶୂ ଘର ଲୋକେ ଶାବଳ ପକାଇ ତାଙ୍କ ଝିଅକୁ ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଏ ଘଟଣାରେ ସୌମ୍ୟାଙ୍କ ପରିବାରବର୍ଗ ଥାନରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଛି ଶବ ବ୍ୟବଛେଦ ରିର୍ପୋଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ବଧୂହତ୍ୟା ଅଭିଯାଗ Body:ଅନୁଗୋଳ ରେ ବଧୂହତ୍ୟା ଅଭିଯାଗ । ଯୌତୁକ ପାଇଁ ନିଜ ବହୁକୁ ଙ୍କୁ ତାର ଶାଶୂ ଘର ଲୋକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ବଲରମାପ୍ରସଦ ଗାଁ ରେ । ମୃତ ବହୁ ଟି ହେଉଛି ସୌମ୍ୟା ସ୍ଵତା ବାରିକ । ତାଙ୍କ ଘର ଜିଲା ର ନିଶା ଥାନା କଙ୍କରେଇ ଗାଁ ରେ । ୨୦୧୬ ମସିହାରେ ସୌମ୍ୟା ବଲରାମପ୍ରଶାଦ ଗାଁ ଗୋକୁଲାନନ୍ଦ ବାରିକ ଙ୍କ ପୁଅ ସତ୍ୟାନନ୍ଦ ବାରିକ ଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଶାଶୂ ଘର ଲୋକେ ସୌମ୍ୟା ଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ଘର ଲୋକେ । ଶାଶୂ ଘର ଲୋକେ ଶାବଳ ପକାଇ ତାଙ୍କ ଝିଅ କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ।
Byte- 1 ବାନାମ୍ବର ବାରିକ , ମୃତକର ବାପା
Byte-2 ଗୀତାଞ୍ଚଳି ସାହୁ , ଥାନା ଅଧିକାରୀ ।
Conclusion:ଏନେଇ ପୋଲିସ କହିଛି ଅଭିଯାଗ ହୋଇଛି ,ତଦନ୍ତ ଚାଲିଛି ସବ ବ୍ୟବତ୍ସ୍ୟଦ ରିପୋଟ ଆଧାର ରେ କାର୍ଯ୍ୟାନୁଷ୍ଠାନ ହେବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.