ETV Bharat / state

ଘର ଭିତରେ ବାଣ ବିସ୍ଫୋରଣ, 3 ଆହତ

ବାଣ ବିସ୍ଫୋରଣ ଘଟି ଘରର ଛପର ଉଡିଯାଇଥିବାବେଳେ ବଡ ଧରଣର ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳରେ ଘଟିଛି ଏହି ବାଣ ବିସ୍ଫୋରଣ ।

author img

By

Published : May 20, 2019, 5:35 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଘରେ ବାଣ ମହଜୁଦ ରଖିବା ହେଲା କାଳ । ବାଣ ବିସ୍ଫୋରଣ ଘଟି ଘରର ଛପର ଉଡିଯାଇଥିବାବେଳେ ବଡ ଧରଣର ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳରେ ଘଟିଛି ଏହି ବାଣ ବିସ୍ଫୋରଣ । ଥାନାର କୁମ୍ଭାର ସାହିର ବିନୋଜ ସାହୁଙ୍କ ଘରେ ହୋଇଛି ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଯେଉଁଥିରେ ବିନୋଜଙ୍କ ସମେତ ତାଙ୍କ ସ୍ତ୍ରୀ ମମତା ଓ ପୁଅ ଦେବାଶିଷ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଦମକଳ ବାହିନୀ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । ତେବେ କେତେ ପରିମାଣରେ ବାଣ ମହଜୁଦ ଥିଲା ଓ କାହିଁକି ଥିଲା ତାହା ଜଣା ପଡ଼ିନାହିଁ ?

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ଘରେ ବାଣ ମଜୁଦ ରଖିବା ହେଲା କାଳ । ବାଣ ବିସ୍ଫୋରଣ ଘଟି ଘରର ଛପର ଉଡି ଯାଇଥିବା ବେଳେ ବଡ ଧରଣର ର ବିପତ୍ତି ରୁ ବର୍ତୀ ଯାଇଛନ୍ତି ପରିବାର ଲୋକେ । ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳରେ ଘଟିଛ ଏହି ବାଣ ବିସ୍ଫୋରଣ। ଥାନା ର କୁମ୍ଭାର ସହି ର ବିନୋଜ ସାହୁ ଙ୍କ ଘରେ ହୋଇଛି ଏହି ବିସ୍ଫୋରଣ । ଯେଉଁଥିରେ ବିନୋଜ ଙ୍କ ସମେତ ତାଙ୍କ ସ୍ତ୍ରୀ ମମତା ଓ ପୁଅ ଦେବାଶିଷ ସାମାନ୍ୟ ଆହତ ହୋଇଛନ୍ତି ।ଖବର ପାଇ ଦମକଳ ବାହୀନ ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ତଦନ୍ତ କରିଛି । ତେବେ କେତେ ପରିମାଣରେ ବାଣ ମହଜୁଦ ଥିଲା ଓ କାହିଁକି ଥିଲା ତାହା ଜଣା ପଡ଼ିନାହିଁ ।
Visual on FTP

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.