ETV Bharat / state

କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା - କୋରନା ପାଇଁ 144 ଧାରା

କୋରନା ପାଇଁ 144 ଧାରା । ସର୍ବସାଧାରଣ ସ୍ଥାନରେ 4 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଅଧିକ ପଢନ୍ତୁ ...

corona fear in anugul
କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା
author img

By

Published : Mar 17, 2020, 2:37 AM IST

ଅନୁଗୋଳ : କୋରୋନା ସତର୍କତା ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ 4 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି।

corona fear in anugul
କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା
corona fear in anugul
କୋରୋନା ସତର୍କତା, ଅନୁଗୋଳରେ ଜାରି ହେଲା 144 ଧାରା

ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପାଇଁ ଦୋକାନ ଓ ବଜାର ଖୋଲା ରହିବ ତେଣୁ ଜିଲ୍ଲାବାସୀଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.