ETV Bharat / state

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ଗ୍ରାହକ ସେବା କେନ୍ଦ୍ର, ୧୯୧୨କୁ କଲ୍ କରି ପାଇପାରିବେ ସେବା - ବିଦ୍ୟୁତ ଗ୍ରାହକ ସେବା କେନ୍ଦ୍ର

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏଣିକି ଆଉ ସେବାରୁ ବଞ୍ଚିତ ହେବେ ନାହିଁ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତା । ୧୯୧୨କୁ କଲ୍ କରି ପାଇପାରିବେ ବିଦ୍ୟୁତ ସେବା । ଅଧିକ ପଢନ୍ତୁ...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ଗ୍ରାହକ ସେବା କେନ୍ଦ୍ର, ୧୯୧୨କୁ କଲ୍ କରି ପାଇପାରିବେ ସେବା

author img

By

Published : Sep 29, 2021, 9:00 PM IST

ଅନୁଗୋଳ: ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହୋଇଛି ଗ୍ରାହକ ସେବା କେନ୍ଦ୍ର । ଆଉ ଏହା ମାଧ୍ୟମରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ନ ହେବା ସହ ହାତ ପାଆନ୍ତାରେ ପାଇପାରିବେ ବିଦ୍ୟୁତ ସେବା । ଏନେଇ ବିଦ୍ୟୁତ ଡିଭିଜନରେ ଆରମ୍ଭ ହୋଇଛି ଗ୍ରାହକ ସେବା କେନ୍ଦ୍ର । ଜିଲ୍ଲାରେ ବିଦ୍ୟୁତ ସରବରାହ ସେବା ଯୋଗାଣ କାର୍ଯ୍ୟ ଟାଟା ପାୱାରକୁ ହସ୍ତାନ୍ତର ହେବା ପରେ ଗ୍ରାହକଙ୍କ ପାଇଁ ପ୍ରଥମ କରି କମ୍ପାନୀ ତରଫରୁ ଏହି ସେବାର ଆରମ୍ଭ କରାଯାଇଛି ।

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ଗ୍ରାହକ ସେବା କେନ୍ଦ୍ର, ୧୯୧୨କୁ କଲ୍ କରି ପାଇପାରିବେ ସେବା

ତେବେ ବିଦ୍ୟୁତ ସେବା ସମ୍ପର୍କିତ କୌଣସି ସେବା ପାଇବାରୁ ଯଦି ଗ୍ରାହକ ବଞ୍ଚିତ ହୁଅନ୍ତି, ତେବେ ଏହି ଗ୍ରାହକମାନେ ୧୯୧୨ ନମ୍ବରକୁ ଡାଏଲ କରି ଏହି ସେବା କେନ୍ଦ୍ରର ସହାୟତା ନେଇପାରିବେ । ଆଜି (ବୁଧବାର) ଏହି କେନ୍ଦ୍ରକୁ ରାଜ୍ୟ ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିଛନ୍ତି । ଆଉ ସେବା କେନ୍ଦ୍ରକୁ କିଭଳି ବିଦ୍ୟୁତ ଉପଭୋକ୍ତା ଓ ଟାଟା ପାୱାର ମଧ୍ୟରେ ଯୋଗାଯୋଗର ସୂତ୍ର ସ୍ଥାପନ ହେବ ସେ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇବ । ତା ସହିତ ଯେପରି କୌଣସି ଉପଭୋକ୍ତା ସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଉପରେ ଟାଟା ପାୱାର କର୍ମଚାରୀମାନେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.