ETV Bharat / state

Panchayat Polls: ଭୋଟ ଦେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା - ଭୋଟ ଦେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା

ଭୋଟ ଦେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବହିଆଳିରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ନିଜ ମତ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

Panchayat Polls: ଭୋଟ ଦେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା

author img

By

Published : Feb 18, 2022, 12:35 PM IST

ଅନୁଗୋଳ: ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ଅନୁଗୋଳରେ ଚାଲିଛି ଭୋଟ ଗ୍ରହଣ । ଗଣତନ୍ତ୍ରର ଏହି ମହାପର୍ବରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ ନିଜକୁ ସାମିଲ କରିଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବହିଆଳିରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ନିଜ ମତ ସାବ୍ୟସ୍ତ କରିଛନ୍ତି ।

Panchayat Polls: ଭୋଟ ଦେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା

ସୂଚନାଅନୁସାରେ, ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ଚାଲିଛି ଭୋଟ ଗ୍ରହଣ । ପଞ୍ଚାୟତ ନିର୍ବାଚନରେ ସର୍ବମୋଟ ୧ଲକ୍ଷ ୨୬ ହଜାର ୩୭୯ ଜଣ ଭୋଟର ନିଜର ମତଦାନ କରୁଛନ୍ତି ।

ପ୍ରକାଶଥାଉ କି, ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୧ହଜାର ୫୧୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୨୦ହଜାର ୪୩୫ ୱାର୍ଡମେମ୍ବର ପଦ ପାଇଁ ମତଦାନ କରୁଛନ୍ତି ମତଦାତା । ମୋଟ ୨୦ହଜାର ୪୩୬ଟି ବୁଥ୍‌ରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.