ETV Bharat / state

ଆର୍ଥିକ ଅନାଟନରେ ପେଶି ହେଉଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ, କଳାବ୍ୟାଚ ପିନ୍ଧି ପ୍ରତିବାଦ - କଳାବ୍ୟାଚ ପିନ୍ଧି ପ୍ରତିବାଦ

ଅନୁଗୋଳ ରକ୍ତ ଭଣ୍ଡାରର କର୍ମଚାରୀ କଳାବ୍ୟାଚ ପିନ୍ଧି ନିଜର ଦାବି ପାଇଁ ପ୍ରତିବାଦ କରିଛନ୍ତି । କାର୍ଯ୍ୟରତ କର୍ମଚାରୀମାନେ 20 ରୁ 25 ହେବ ଖୁବ କମ୍ ଦରମାରେ ଠିକାରେ କାମ କରୁଥିବା ନେଇ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି । ଅଧିକ ପଢନ୍ତୁ

blood bank employees protest in anugul
ଆର୍ଥିକ ଅନାଟନରେ ରକ୍ତ ଭଣ୍ଡାର କର୍ମଚାରୀ, କଳାବ୍ୟାଚ ପିନ୍ଧି ପ୍ରତିବାଦ
author img

By

Published : Aug 13, 2022, 7:52 AM IST

ଅନୁଗୋଳ: ସ୍ଥାୟୀ ନିଯୁକ୍ତି ଦାବିରେ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ । ଶୁକ୍ରବାରଠୁ ସାତ ଦିନ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ବ୍ଲଡବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ । ଅନୁଗୋଳ ରକ୍ତ ଭଣ୍ଡାରର କର୍ମଚାରୀ କଳାବ୍ୟାଚ ପିନ୍ଧି ନିଜର ଦାବି ରଖିଛନ୍ତି ।

ଆର୍ଥିକ ଅନାଟନରେ ରକ୍ତ ଭଣ୍ଡାର କର୍ମଚାରୀ, କଳାବ୍ୟାଚ ପିନ୍ଧି ପ୍ରତିବାଦ

ସୂଚନା ଅନୁସାରେ, କାର୍ଯ୍ୟରତ କର୍ମଚାରୀମାନେ 20 ରୁ 25 ହେବ ଖୁବ କମ୍ ଦରମାରେ ଠିକାରେ କାମ କରୁଛନ୍ତି । 2017 ମସିହାରୁ ରାଜ୍ୟ ସରକାର ରକ୍ତ ଭଣ୍ଡାରକୁ ନିଜ ଅଧୀନକୁ ନେଇଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି ଦୃଷ୍ଟି ପଡୁନାହିଁ । ପରିଣାମ ସ୍ବରୂପ ସବୁ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଅର୍ଥ ଅଭାବରୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଏନେଇ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.