ETV Bharat / state

ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲାପାଳଙ୍କ ଅଫିସ ଘେରାଉ

author img

By

Published : Nov 5, 2019, 3:11 PM IST

ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସାରା ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବଢିଚାଲିଛି ପ୍ରତିବାଦ । ଘଟଣାକୁ 20ଦିନରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ୟ ଏହି ବହୁ ଚର୍ଚ୍ଚିତ ଘଟଣା ଉପରୁ ରହସ୍ୟ ହଟୁନି । ପୋଲିସ ଏହାକୁ ପ୍ରେମଜନିତ ଆତ୍ମହତ୍ୟା କହିଥିବାବେଳେ ଏହାକୁ ମାନିବାକୁ ନାରାଜ ସ୍ମିତାରାଣୀଙ୍କ ପରିବାର ସମେତ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଏହାକୁ ନେଇ ସାରା ରାଜ୍ୟରେ ଏବେ ପ୍ରତିବାଦର ବହ୍ନି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆଜି ଅନୁଗୋଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଯାଜପୁର ଏସପି ଓ ରାଜ୍ୟ ମହିଳା କମିଶନଙ୍କ ବହିଷ୍କାର ଦାବିରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ରଙ୍କ ସମେତ ବହୁ ମହିଳା କର୍ମୀ ଏଥିରେ ସାମିଲ ଥିଲେ । ପରେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଲଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଭୁଏଲଡବ୍ଲୁ ମୃତ୍ୟୁ କୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଥମୁନି । ଯାଜପୁର ଜିଲା ରୁ ଏହି ରାଜନୀତି ସାରା ଜିଲା କୁ ବ୍ୟାପୀଛି । ଯାହାର ପ୍ରତିବାଦ ଆଜି ଅନୁଗୋଳ ରେ ଦେଖିବାକୁ ମିଳିଛି ।Body:ଭିଏଲଡବ୍ଲୁ ସ୍ମିତାରଣୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେବା , ଯାଜପୁର ଏସ୍ପିଙ୍କ ବିରରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହନ କରିବା ଦାବିରେ ଆଜି ଅନୁଗୋଳ ଜିଲ୍ଲା ବିଜେପି ମହିଳା ମୋର୍ଚା ପକ୍ଷରୁ ଜିଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହିଳା ମୋର୍ଚା ଜିଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ବହୁ ମହିଳା କର୍ମୀ ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରା ଯାଇଥିଲା। ଏହାପରେ ସରକାରଙ୍କ ଉଦ୍ଧେଶ୍ୟରେ ଜିକାପଲଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ବାଇଟ1-ବସନ୍ତ ମଞ୍ଜରୀ ପ୍ରଧାନ (ମହିଳା ମୋର୍ଚା ସଭା ନେତ୍ରୀ)
ବାଇଟ2-ପ୍ରତିମା ମିଶ୍ର (ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା)Conclusion:ଆନ୍ଦୋଳ ନ କୁ ନଜର ରେ ରଖି ଜିଲାପାଳ ଅଫିସ ସମ୍ମୁଖରେ ପୋଲିସ ମୁତୟନ କରାଯାଇଥିଲା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.