ETV Bharat / state

ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ପହଞ୍ଚିଲେ ତିନି ରଥ, କାଲି ସୁନାବେଶ - ଅନୁଗୋଳ ବାହୁଡା ଯାତ୍ରା

ଅନୁଗୋଳ ଶୈଳଶ୍ରୀ କ୍ଷେତ୍ରରେ ଚତୁର୍ଦ୍ଧାମର୍ତ୍ତିଙ୍କ ବାହୁଡା ଯାତ୍ରା ସମ୍ପୂର୍ଣ୍ଣ ହୋଇଛି । ସହରର ଅମଲାପଡାରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟର ତିନି ରଥକୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରବଳ ବର୍ଷା ସତ୍ତ୍ବେ ଟାଣି ଟାଣି ନେଇ ଶୈଳ ଶ୍ରୀକ୍ଷେତ୍ର ସିଂହ ଦ୍ବାର ନିକଟରେ ରଖିଛନ୍ତି । ଅଧଇକ ପଢନ୍ତୁ

ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ପହଞ୍ଚିଲେ ତିନି ରଥ, କାଲି ସୁନାବେଶ

author img

By

Published : Jul 9, 2022, 10:45 PM IST

ଅନୁଗୋଳ: ଅନୁଗୋଳ ଶୈଳଶ୍ରୀ କ୍ଷେତ୍ରରେ ଚତୁର୍ଦ୍ଧାମର୍ତ୍ତିଙ୍କ ବାହୁଡା ଯାତ୍ରା ସମ୍ପୂର୍ଣ୍ଣ ହୋଇଛି । ସହରର ଅମଲାପଡାରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟର ତିନି ରଥକୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରବଳ ବର୍ଷା ସତ୍ତ୍ବେ ଟାଣି ଟାଣି ନେଇ ଶୈଳ ଶ୍ରୀକ୍ଷେତ୍ର ସିଂହ ଦ୍ବାର ନିକଟରେ ରଖିଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ଆଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଛନ୍ତି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରେ ପହଞ୍ଚିଲେ ତିନି ରଥ, କାଲି ସୁନାବେଶ

ପୂର୍ବ ନିର୍ଦ୍ଧାରିତ କଯ୍ୟସୂଚ ଅନୁଯାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ସମସ୍ତ ନିତିକାନ୍ତି ଶେଷ ହେବା ପରେ ସାଢ଼େ ନଅଟାରେ ପହଣ୍ଡି ନୀତି ଆରମ୍ବ ହୋଇଥିଲା । ଅପରାହ୍ନରେ ଅନୁଗୋଳ ଏସପି ଜଗମୋହନ ମିନାଙ୍କ ଦ୍ଵାରା ଛେରାପହଁରା ନୀତି ଶେଷ ହେବା ପରେ ଦିନ ପ୍ରାୟ ଚାରିଟା ପରେ ରଥଟଣା ହୋଇଥିଲା । ଏଠାରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ । ଲୋକଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ବିଧି ଅନୁସାରେ ଆସନ୍ତାକାଲି ଠାକୁର ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ବ ହୋଇଛି ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.