ETV Bharat / state

ଜଙ୍ଗଲ ସଂରକ୍ଷଣ, ଜୀବିକା ସୃଷ୍ଟିକୁ ନେଇ ସଚେତନତା କର୍ମଶାଳା, ସମୀକ୍ଷା-2

ଜିଲ୍ଲାରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜଙ୍ଗଲ ଜନଜାତି କିଭଳି ଲଘୁ ଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବା ସହ ଜଙ୍ଗଲକୁ ରକ୍ଷା କରିବେ, ସେ ନେଇ ଅନୁଷ୍ଠିତ ହୋଇଛି କର୍ମଶାଳା, ସମୀକ୍ଷା 2019-20 । ଅଧିକ ପଢନ୍ତୁ...

author img

By

Published : Jan 11, 2020, 8:52 AM IST

Awareness Programme forest conservation
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜଙ୍ଗଲ ଜନଜାତି କିଭଳି ଲଘୁ ଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବା ସହ ଜଙ୍ଗଲକୁ ରକ୍ଷା କରିବେ, ସେ ନେଇ ଅନୁଷ୍ଠିତ ହୋଇଛି କର୍ମଶାଳା, ସମୀକ୍ଷା 2019-20 । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଧାରରେ ବିଶ୍ବ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ କର୍ମଶାଳାରେ ଜଙ୍ଗଲ ଦ୍ରବ୍ୟ ଲୋକଙ୍କର ଓ ଏହା ଉପରେ ସେମାନଙ୍କ ଅଧିକାର ଉପରେ ଆଲୋଚନା ହୋଇଥିଲା ।

ଜୀବିକା ସୃଷ୍ଟିକୁ ନେଇ ସଚେତନତା କର୍ମଶାଳା, ସମୀକ୍ଷା-2

ଏହି କର୍ମଶାଳାରେ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ସୁଦର୍ଶନ ପଣ୍ଡା, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଅନ୍ୟ ଅତିଥିଙ୍କ ସହ ବନବିଭାଗ କର୍ମଚାରୀ ଓ ଜଙ୍ଗଲ ଅଧିବାସୀ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ଜଙ୍ଗଲି ଲୋକଙ୍କୁ ଜଙ୍ଗଲ ଅଧିକାର ଦେଇ କିଭଳି ଉଜୁଡା ଜଙ୍ଗଲ ର ପୁନର ଉଦ୍ଧାର କରିହେବ ତାକୁ ନେଇ ସମୀକ୍ଷା ଜଙ୍ଗଲ ବିଭାଗ । Body:ଅନୁଗୋଳ ଜିଲ୍ଲାରେ ଜଙ୍ଗଲ ଅଧୁଷିତ ଅଞ୍ଚଳ ରେ ବସବାସ କରୁଥିବା ଜଙ୍ଗଲ ଜନଜାତି କିଭଳି ଲଘୁ ଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବା ସହ ଜଙ୍ଗଲ କୁ ରକ୍ଷା କରିବେ ସେ ନେଇ ଅନୁଷ୍ଠିତ ହୋଇଛି କାର୍ମଶାଳା ସମୀକ୍ଷା 2 । ଓଡିଶା ବନାଞ୍ଚଳ ଉର୍ନୟନ ପ୍ରକଳ୍ପ ଆଧାର ରେ ବିଶ୍ବ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ମଶାଳା ରେ ଜଙ୍ଗଲ ଦ୍ରବ୍ୟ ଲୋକଙ୍କର ଓ ଏହା ଉପରେ ସେମାନଙ୍କ ଅଧିକାର ଉପରେ ଆଲୋଚନା ହୋଇଥିଲା ।
Byte - 1 ରମେଶ ସାଏ , ବିଧାୟକ ଆଠମଲ୍ଲିକ
Byte - 2 ସମ୍ୟକ ସାମନ୍ତରାୟ , ଡ଼ିଏଫଓ ଆଠମଲ୍ଲିକ
Byte - 3 ମନୋଜ ମହାପାତ୍ର , ଆୟୋଜକ
Conclusion: ଏହି କର୍ମଶାଳରେ ବନାଞ୍ଚଳ ଉର୍ନୟନ ପ୍ରକଳ୍ପ ପ୍ରକଳ୍ପ ନିର୍ଦେଶକ ସୁଦର୍ଶନ ପଣ୍ଡା , ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଅନ୍ୟ ଅତିଥି ଙ୍କ ସହ ବନବିଭାଗ କର୍ମଚାରୀ ଓ ଜଙ୍ଗଲ ଅଧିବାସୀ ଯୋଗ ଦେଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.