ETV Bharat / state

ବନ୍ୟାଞ୍ଚଳରେ ଆଠମଲ୍ଲିକ ବିଧାୟକ, ବିପନ୍ନଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

ଅନୁଗୋଳରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବିଗିଡିଛି । ଆଜି ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଅଧିକ ପଢନ୍ତୁ

ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ,ବିପନ୍ନଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

author img

By

Published : Aug 17, 2022, 1:31 PM IST

ଅନୁଗୋଳ: ରାଜ୍ୟରେ ସଙ୍ଗୀନ ରହିଛି ବନ୍ୟାସ୍ଥିତି । ଅନୁଗୋଳରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବିଗିଡିଛି । ଦୀର୍ଘ 4 ଦିନ ହେବ ଜଳ ବନ୍ଦୀରେ ରହିଛନ୍ତି ବେହେରା ସାହି, ଗଇନ୍ଦି ଓ ମଝିପଡା ଗାଁ ଲୋକେ । ଆଜି ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ସେଠାରେ ବନ୍ୟା ପୀଡିତଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ,ବିପନ୍ନଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

ଅନୁଗୋଳ ଜିଲ୍ଲାର ସାତକୋଶିଆ ଗଣ୍ଡରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ଟିକରପଡା, ବେହେରା ସାହି, ଗଇନ୍ଦି ଓ ମଝିପଡା ଗାଁ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହି ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଉପରରେ 30 ଫୁଟ ପାଣି ଚାଲିଛି । ତେଣୁ ସେହି ସବୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.