ETV Bharat / state

ଭୂତାଣୁ ଭୟ, ସାପ୍ତାହିକ ସଟଡାଉନକୁ ମାନଲେ ଅନୁଗୋଳବାସୀ - anugul news

ଅନୁଗୋଳ ସାପ୍ତାହିକ 48 ଘଣ୍ଟିଆ ସଟଡାଉନ । ରାଜ୍ୟ ସରକାର ଘୋଷଣା କରିଥିବା ଜୁଲାଇ 31 ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟଡାଉନକୁ ଜିଲ୍ଲାବାସୀ ପାଳନ କରୁଛନ୍ତି ଏବଂ ସାପ୍ତାହିକ ସଟଡାଉନ ଆହୁରି କଡାକଡି ପାଇଁ ଜିଲ୍ଲାବାସୀଙ୍କ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଭୂତାଣୁ ଭୟ, ସାପ୍ତାହିକ ସଟଡାଉନକୁ ମାନଲେ ଅନୁଗୋଳବାସୀ

author img

By

Published : Jul 18, 2020, 7:41 PM IST

ଅନୁଗୋଳ: ସାପ୍ତାହିକ 48 ଘଣ୍ଟିଆ ସଟଡାଉନ । ପୁରା ଜିଲ୍ଲା ଠପ । ରାଜ୍ୟ ସରକାର ଘୋଷଣା କରିଥିବା ଜୁଲାଇ 31 ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟଡାଉନକୁ ଜିଲ୍ଲାବାସୀ ପାଳନ କରୁଛନ୍ତି ଏବଂ ସାପ୍ତାହିକ ସଟଡାଉନ ଆହୁରି କଡାକଡି ପାଇଁ ଜିଲ୍ଲାବାସୀଙ୍କ ଦାବି କରିଛନ୍ତି ।

ଭୂତାଣୁ ଭୟ, ସାପ୍ତାହିକ ସଟଡାଉନକୁ ମାନଲେ ଅନୁଗୋଳବାସୀ

କୋରୋନା ସଂକ୍ରମଣ ରୋକିବାକୁ ଅନୁଗୋଳ ଜିଲ୍ଲାରେ ସାପ୍ତାହିକ ୪୮ଘଣ୍ଟିଆ ସଟଡାଉନ କରାଯାଇଛି । ଶନିବାର ଥିଲା ୩ୟ ସପ୍ତାହର ପ୍ରଥମ ଦିନ । ପୂର୍ବ ଥର ପରି ଏଥର ମଧ୍ୟ ସଟଡାଉନକୁ ଲୋକେ ମାନିଛନ୍ତି । ସବୁ ଦୋକାନ ବଜାର ବନ୍ଦ ରହିଛି । ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ରହିଛି । ଲୋକେ ଅତି ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାନ୍ତି ।

ପୋଲିସ ବିଭିନ୍ନ ସ୍ଥାନରେ ପହରା ଦେଉଛି । ଅମାନିଆଙ୍କୁ କଡା ତାଗିଦ କରୁଛି । ଜିଲ୍ଲାର ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲଲହଡା ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ସଟ ଡାଉନକୁ ମାନୁଛନ୍ତି । ଦେଖିବାକୁ ଗଲେ ଜିଲା ସାରା ଚାରିଆଡେ ଖାଁ ଖାଁ ଲାଗୁଛି ।

ଜିଲ୍ଲାରେ କୋରୋନା ସଂକ୍ରମଣ ଯେଉଁ ଭଳି ଭାବେ ବୃଦ୍ଧି ପାଉଛି କେବଳ ଏହି କଟକଣା ହିଁ ରୋକି ପାରିବି । ତେଣୁ ପ୍ରଶାସନ ଏହାକୁ ଆହୁରି କଡାକଡି କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି । ଏହା ଭିତରେ ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.