ETV Bharat / state

ଜନ୍ମଦିନରେ ମା'-ପୁଅଙ୍କୁ ଚାପିଦେଲା ଟ୍ରକ

ଜନ୍ମଦିନରେ ମା' ବୁଢି ଠାକୁରାଣୀ ଙ୍କ ଆର୍ଶୀବାଦ ନେଇ ଫେରିବା ବେଳେ ମା'-ପୁଅଙ୍କ ଉପରେ ଚଢିଗଲା ଟ୍ରକ ।

anugul
anugul
author img

By

Published : Dec 12, 2019, 7:59 PM IST

ଅନୁଗୋଳ: ଜନ୍ମଦିନରେ ବୁଢୀ ଠାକୁରାଣୀ ଦର୍ଶନ ସାରି ଫେରିବା ବେଳେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ହିଁ ଚାଲିଗଲା ମା'- ପୁଅଙ୍କ ଜୀବନ । 55 ନଂ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକ ଦୁହେଁ ହେଲେ ଛେଣ୍ଡିପଦା ଥାନା ବାଲିପଟା ଗାଁ ର ମା' ସରିତା ସାହୁ ଓ ପୁଅ ଶୁଭମ ସାହୁ । ଅନୁଗୋଳ ସହରର ଦଶହରା ପଡ଼ିଆ ସମ୍ମୁଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।

ଚଢିଗଲା ଟ୍ରକ, ଘଟଣାସ୍ଥଳରେ ମା'- ପୁଅ ମୃତ

ସୂଚନାମୁତାବକ, ଶୁଭମର ଜନ୍ମଦିନ ଅବସରରେ ଅନୁଗୋଳ ସହରରେ ଥିବା ମା' ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ ମା'-ପୁଅ । ତେବେ ଦର୍ଶନ ସାରି ସ୍କୁଟିରେ ଫେରୁଥିବା ବେଳେ ଏକ 12 ଚକିଆ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଲୋକେ ରାସ୍ତାରୋକ କରିଛନ୍ତି ।

ଏଥିସହ ଏହି ଦୁର୍ଘଟଣା ପାଇଁ ବିପଦ ସଙ୍କୁଳ ରାଜପଥକୁ ଦାୟୀ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜନ୍ମ ଦିନରେ ବୁଢ଼ୀ ଠାକୁରାଣୀ ଦର୍ଶନ ସାରି ଫେରିବା ବେଳେ ଚଡ଼ିଗଲା ଟ୍ରକ । ସ୍କୁଟି ରେ ଯାଇଥିବା ବେଳେ ମା ଓ ପୁଅ ଉପରେ ଚଡ଼ିଗଲା ଟ୍ରକ ।ଘଟଣା କୁ ନେଇ ଉତ୍ତେଜନା ।Body: ଘଟଣା ସ୍ଥଳରେ ଦୁଇଜଣଙ୍କର ମୄତ୍ୟୁ । ଘଟଣା ଘଟିଛି ଅନୁଗୋଳ ସହର ର ଦଶହରା ପଡ଼ିଆ ସମ୍ମୁଖରେ । ସହର ଦେଇ ଯାଇଥିବା 55 ନଂ ଜାତୀୟ ରାଜପଥ ରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଦୁହେଁ ହେଲେ ମା ସରିତା ସାହୁ ଓ ପୁଅ ସୁଭମ ସାହୁ । ଏମାନେ ଜିଲାର ଛେଣ୍ଡିପଦା ଥାନା ବାଲି ପଟା ଗାଁ ର ବୋଲି ଜଣାପଡିଛି । ମା ପୁଅ ଦୁହେଁ ସୁଭମ ର ଜନ୍ମ ଦିନ ପାଇଁ ଅନୁଗୋଳ ସହର ରେ ଥିବା ମା ବୁଢ଼ୀ ଠାକୁରାଣୀ ଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ଏକ 12 ଚକିଆ ଟ୍ରକ ତାଙ୍କ ଉପରେ ଛାଡିଯାଇଥିଲା ।ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ସହ ଲୋକେ ରସ୍ଥା ରୋକ କରିଛନ୍ତି ।
Byte - 1 ଅଗସ୍ତି ବେହେରା , ସ୍ଥାନୀୟ ଲୋକ ।
Byte - 2 ବଲବୀର ସିଂ , ଅନୁଗୋଳ ସହର ବାସୀConclusion:ତେବେ ଏହି ଦୁର୍ଘଟଣା ପାଇଁ ବିପଦ ସଂକୁଳ ରାଜପଥ କୁ ଦାୟୀ କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.