ETV Bharat / state

ମାଟିଆମୁଣ୍ଡିଆ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

author img

By

Published : Sep 16, 2019, 2:14 PM IST

ଢେଙ୍କାନାଳ ସଦର ରେଞ୍ଜ ଭାପୁର ସେକ୍ସନ ମାଟିଆମୁଣ୍ଡିଆ ଜଙ୍ଗଲ କଦମପାଳ ଗାଁ ପାଖ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଜିଲ୍ଲାର ସଦର ରେଞ୍ଜ ଭାପୁର ସେକ୍ସନ ମାଟିଆମୁଣ୍ଡିଆ ଜଙ୍ଗଲ କଦମପାଳ ଗାଁ ପାଖ ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁଯାୟୀ, ମାଈହାତୀର ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏନେଇ ବନବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି । ତାର ବୟସ ପାଖାପାଖି 20 ବର୍ଷ ହେବ ବୋଲି ଅନୁମାନ କରିଛି ବନବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଢେଙ୍କାନାଳ ରେ ହାତୀ ମୃତ୍ୟୁ । ଜିଲ୍ଲାର ସଦର ରେଞ୍ଜ ଭାପୁର ସେକ୍ସନ ମୁଣ୍ଡିଆମୁଁଣ୍ଡିଆ ଜଙ୍ଗଲ କଦମପାଳ ଗାଁ ପାଖ ଜଙ୍ଗଲରୁ ହାତୀର ମୃତ ଦେହ ଠାବ ହୋଇଛି । ମୃତ ହାତୀ ଟି ଏକ ମାଈ ହାତୀ ଓ ତାର ବୟସ ପାଖାପାଖି 20 ବର୍ଷ ହେବ ବୋଲି ଅନୁମାନ କରିଛି ବନବିଭାଗ । ହାତୀ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ଏନେଇ ବନବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି।Body:ଢେଙ୍କାନାଳ ରେ ହାତୀ ମୃତ୍ୟୁ । ଜିଲ୍ଲାର ସଦର ରେଞ୍ଜ ଭାପୁର ସେକ୍ସନ ମୁଣ୍ଡିଆମୁଁଣ୍ଡିଆ ଜଙ୍ଗଲ କଦମପାଳ ଗାଁ ପାଖ ଜଙ୍ଗଲରୁ ହାତୀର ମୃତ ଦେହ ଠାବ ହୋଇଛି । ମୃତ ହାତୀ ଟି ଏକ ମାଈ ହାତୀ ଓ ତାର ବୟସ ପାଖାପାଖି 20 ବର୍ଷ ହେବ ବୋଲି ଅନୁମାନ କରିଛି ବନବିଭାଗ । ହାତୀ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ଏନେଇ ବନବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.