ETV Bharat / state

ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ

ଚାଷୀମାନେ କିଭଳି ସରକାରୀ ସୁବିଧା ପାଇପାରିବେ ସେନେଇ ଆଜି ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ସମବାୟ ସମିତି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଛନ୍ତି ବିଧାୟକ । ଏଥିରେ ଅନୁଗୋଳ ବିଧାୟକ ମାନେ ସରକାରୀ ଅଧିକାରୀମାନଙ୍କୁ ତାଗିଦ କରିଥିବା ଜଣାପଡିଛି ।

author img

By

Published : Jun 6, 2019, 5:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ସରକାରୀ ଅଧିକାରୀ ଓ ବିଧାୟକଙ୍କୁ ଘାରିଛି ଚାଷୀ ଚିନ୍ତା । ଚାଷୀମାନେ କିଭଳି ସରକାରୀ ସୁବିଧା ପାଇପାରିବେ ସେନେଇ ଆଜି ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ସମବାୟ ସମିତି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଡକାଯାଇ କରାଯାଇଛି ଆଲୋଚନା । ଏଥିରେ ଆନୁଗୋଳ ବିଧାୟକମାନେ ସରକାରୀ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି । ଏହାସହ ରବି ଋତୁରେ ଚାଷୀଙ୍କଠାରୁ ଧାନ କିଣା ଯାଇପାରିବା ସହ ଧାନ କିଣାରେ ଯେପରି କୌଣସି ଅସୁବିଧା ନହୁଏ ସେନେଇ ହୋଇଛି ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏଥର ଜିଲ୍ଲାରେ ୧୪୭.୦୫୯ ମେଟ୍ରିକ ଟନ ଧାନ କିଣିବାର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ୧୪ଟି ସମବାୟ ସମିତି ମାଧ୍ୟମରେ ଏହି ଧାନ କିଣା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ସୁଧା ଜିଲ୍ଲାରେ ପଞ୍ଜିକୃତ ୮୫୨ ଚାଷୀଙ୍କଠାରୁ ଏହି ଧାନ କିଣା ହେବାର ଲକ୍ଷ ଧାର୍ଯ୍ୟ କରିଛି ।

ତେବେ ବିଭିନ୍ନ ସମୟରେ ମଣ୍ଡିରେ ଧାନ ପଡି ରହିବା ଓ ମିଲରମାନେ କଳାବଜାରୀ କରିବା ଭଳି ଯେଭଳି ଏଥର ନହୁଏ ସେଥିପ୍ରତି ନଜର ଦେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୀକ୍ଷାରେ ଜିଲ୍ଲାର 4 ବିଧାୟକଙ୍କ ସମେତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ସରକାରୀ ଅଧିକାରୀ ଓ ବିଧାୟକ ମାନଙ୍କୁ ଘାରିଛି ଚାଷୀ ଚିନ୍ତା । କିଭଳି ଚାଷୀ ସରକାରୀ ସୁବିଧା ପାଇ ପାରିବ ତାକୁ ନେଇ ଅନୁଗୋଳ  ବିଧାୟକ ମାନେ ସରକାରୀ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି । ରବି ଋତୁରେ କିଭଳି ଅନୁଗୋଳ ଚାଷୀ ଙ୍କ ଠାରୁ ଧାନ କିଣାଯାଇପାରିବ ଓ ଧାନ କିନାରେ ଅସୁବିଧା ନ ହୁଏ ସେ ନେଇ ହୋଇଛି ଆଲୋଚନା । ଯୋଗାଣ ବିଭାଗ , ମିଲ ମାଲିକ ଓ ସମବାୟ ସମିତି ଓ ଅନ୍ୟ ସରକାରୀ ଅଧିକାରୀ ଙ୍କୁ ଡାକି କରାଯାଇଛି ଆଲୋଚନା । ଏଥର ଜିଲ୍ଳାରେ ୧୪୭.୦୫୯ ମେଟ୍ରିକ ଟନ ଧାନ କିବାର ଲକ୍ଷ ରଖାଯାଇଛି । ଜିଲା ର ୧୪ ସମବାୟ ସମିତି ମାଧ୍ୟମରେ ଏହି ଧାନ କିଣା ଆସ୍ତନା ୧୦ତାରିଖ ରୁ ଆରମ୍ଭ । ବର୍ତ୍ତମାନ ସୁଧା ଜିଲ୍ଲା ରେ ପଞ୍ଜିକୃତ ୮୫୨ ଚାଷୀ ଙ୍କ ଠାରୁ ଏହି ଧାନ କିଣା ହେବାର ଲକ୍ଷ ଧାର୍ଯ୍ୟ କରିଛି । ତେବେ ବିଭିନ୍ନ ସମୟରେ ମଣ୍ଡିରେ ଧାନ ପଡିରହିବା ଓ ମିଲର ମାନେ କଲାବଜାରୀ କରିବା ଭଳି ଯେଭଳି ଏଥର ନ ହୁଏ ସେଥିପ୍ରତି ନଜର ଦେବାକୁ ସମସ୍ତ ଙ୍କୁ ନିର୍ଦେଶ ଦିଆଯାଇଛି ।ଏହି ସମୀକ୍ଷା ରେ ଜିଲ୍ଲାର ଚାରି ବିଧାୟକ ଙ୍କ ସମେତ ଜିଲାପାଳ ଓ ଉପଜିଲ୍ଲାପାଳ ମନେ ଯୋଗ ଦେଇଥିଲେ ।
Byte-1 ରମେଶ  ସାଏ , ବିଧାୟକ ଆଠାମଲ୍ଲିକ ।
Byte - 2 ବ୍ରଜକିଶୋର ପ୍ରଧାନ , ବିଧାୟକ ତଳଚେର ।
Byte- 3 ମନୋଜ କୁମାର ମହାନ୍ତି , ଜିଲ୍ଲାପାଳ , ଅନୁଗୋଳ ।
Visual on mojo - 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.