ETV Bharat / state

ରାସ୍ତା କଡରୁ ଅଜଣା ମୃତଦେହ ଉଦ୍ଧାର - dead body rescued

ଅନୁଗୋଳ ନାଲକୋ ଥାନା ଅଞ୍ଚଳରୁ ଅଜଣା ମୃତ ଦେହ ଉଦ୍ଧାର। ମୃତଦେହ ନିକଟରୁ ଏକ ବାଇକ ଜବତ କରାଯାଇ ଥିବାବେଳେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହୋଇନାହିଁ।

ରାସ୍ତା କଡରୁ ଅଜଣା ମୃତ ଦେହ ଉଦ୍ଧାର
author img

By

Published : Nov 19, 2019, 11:39 AM IST

ଅନୁଗୋଳ: ରାସ୍ତା କଡରୁ ଅଜଣା ମୃତଦେହ ଉଦ୍ଧାର । ମୃତଦେହ ନିକଟରୁ ଏକ ଦାମୀ ଗାଡି ପଡିଥିବାର ଦେଖିବାକୁ ମିଳିଛି। ହେଲେ ଏହା ଦୁର୍ଘଟଣା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଏ ଘଟଣା ଘଟିଛି ଅନୁଗୋଳର ନାଲକୋ ଥାନା ଅଞ୍ଚଳରେ।

ମଙ୍ଗଳବାର ସକାଳେ ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ମୃତଦେହ ଦେଖି ପ୍ରଥମେ ପୋଲିସକୁ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ କଳା ରଙ୍ଗର ବାଜାଜ ଆଭେଞ୍ଜର(OD 19 M 2157) ବାଇକକୁ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରିଛି।ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ ପୋଲିସ ଏ ଘଟଣାର ତଦନ୍ତ କରୁଛି।

ରାସ୍ତା କଡରୁ ଅଜଣା ମୃତ ଦେହ ଉଦ୍ଧାର

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ରସ୍ଥା କଡରେ ପଡିଛି ଅଜଣା ମୃତ ଦେହ । ମୃତ ନିକଟରେ ଅଛି ଏକ ଦାମୀ ଗାଡି । ଏହା ଦୁର୍ଘଟଣା , ହତ୍ୟା ନା ଆଉ କଣ ତାହା ଜଣା ପଡି ନାହିଁ। ଘଟଣା ଘଟିଛି ଅନୁଗୋଳ ଜିଲା ନାଲକୋ ଥାନା ଅଞ୍ଚଳରେ ।Body:ଅନୁଗୋଳ ଜିଲ୍ଲା ନାଲକୋ ଥାନା ଗିରାଙ୍ଗ ବାଲିସାହିର ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଆଜି ସକାଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ମୃତଦେହ ନିକଟରେ ଏକ କଳା ରଙ୍ଗର ବାଜାଜ ଆଭେଞ୍ଜର (OD 19 M 2157) ମୋଟରସାଇକେଲ ମଧ୍ୟ ପଡି ରହିଛି। ତେବେ ଯୁବକଙ୍କ ପରିଚୟ ଜଣା ପଡି ନଥିବା ବେଳେ ହତ୍ୟା ନା ଦୁର୍ଘଟଣା ତାହା ମଧ୍ୟ ଅସ୍ପଷ୍ଟ ରହିଛି ! ତେବେ ଘଟଣା ସ୍ଥଳରେ ନାଲକୋନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।Conclusion:ଘଟଣା ନେଇ ପୋଲିସ ଅଧିକ ଛା ନ ଭିନ ଆରମ୍ଭ କରିଛି । ପରିଚୟ ମିଳିବା ପରେ ପୁରା ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.