ETV Bharat / state

ଅନୁଗୋଳରେ ଆକ୍ରାନ୍ତ ସଂଖ୍ୟା ୧୦୦ ପାର, ପ୍ରତି ସପ୍ତାହର ଶେଷ 2 ଦିନ ସଟଡାଉନ - ମଦୀଦଲୋ ନଗୀହେ

ଜିଲ୍ଲାରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ କାରଣରୁ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ ୧୦୦ ପାର କୋରୋନା ସଂକ୍ରମଣ, ସପ୍ତାହର ଶେଷ 2 ଦିନ ସଟଡାଉନ

author img

By

Published : Jul 5, 2020, 11:17 AM IST

ଅନୁଗୋଳ: ଜିଲ୍ଲାରେ ବଢି ଚାଲିଥିବା କୋରୋନା ସଂକ୍ରମଣ ରୋକିବାକୁ ଜୋନ-୨ରେ ଅନୁଗୋଳ ଜିଲାକୁ ମଧ୍ୟ ସଟଡାଉନ ପାଇଁ ଘୋଷଣା କରାଯାଇଛି । ଜିଲ୍ଲାରେ ଲାଗୁ ହୋଇଥିବା 48 ଘଣ୍ଟିଆ ସଟଡାଉନ ପ୍ରଭାବ ରବିବାର ମଧ୍ୟ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । କେବଳ ଔଷଧ ଦୋକାନକୁ ଛାଡି ସବୁ କିଛି ବନ୍ଦ ରହିଛି । ଅତି ଆବଶ୍ୟକ ନଥଲେ ଲୋକେ ବହାରକୁ ବାହାରୁ ନାହାନ୍ତି ।

ଅନୁଗୋଳରେ ୧୦୦ ପାର କୋରୋନା ସଂକ୍ରମଣ, ସପ୍ତାହର ଶେଷ 2 ଦିନ ସଟଡାଉନ

ଗତ 2 ଦିନ ମଧ୍ୟରେ ଜିଲ୍ଲାରେ 34 ପଜିଟିଭ ଚିହ୍ନଟ ପରେ ଏହା ପ୍ରାଶାସନ ଚିନ୍ତା ବଢ଼ିଛି । ବିଶେଷ କରି ଶନିବାର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ପୁଣି 6 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଉଭୟ ଶିଳ୍ପାଞ୍ଚଳ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପଲଟିଛି ।

ଏହି ସଟଡାଉନ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ରହିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା 106ରେ ପହଞ୍ଚିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.